(Video) ରିପୋର୍ଟର ସାଜି ସ୍କୁଲର ଅସୁବିଧା ଦେଖାଇଲେ ଛାତ୍ର, ସାମ୍ବାଦିକତାକୁ ପ୍ରଶଂସା କରୁଛନ୍ତି ଲୋକେ, ଦେଖନ୍ତୁ ଭାଇରାଲ ଭିଡିଓ…
ଆପଣ ଅନେକ ସମୟରେ ଗଣମାଧ୍ୟମରେ ବିଭିନ୍ନ ସ୍କୁଲରେ ଥିବା ଅସୁବିଧା ସଂପର୍କରେ ଜାଣିବାକୁ ପାଇଥିବେ । ଗଣମାଧ୍ୟମର ପ୍ରତିନିଧିମାନେ କୌଣସି ସ୍କୁଲରେ ଥିବା ଅସୁବିଧାକୁ ସରକାରଙ୍କ ସାମ୍ନାକୁ ଆଣିଥାନ୍ତି । କିନ୍ତୁ ହୁଏତ…