ଯୁଦ୍ଧ ମୁହାଁ ଦୁନିଆ: ଚୀନ ସମର୍ଥନରେ ଆସିଲେ ରୁଷ-ଉତ୍ତର କେରିଆ, ଜାଣନ୍ତୁ ତାଇଓ୍ଵାନ ସପକ୍ଷରେ କିଏ କିଏ ?

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦୁନିଆକୁ ଦୁଇ ଭାଗରେ ବାଣ୍ଟି ସାରିଥିବା ବେଳେ ଏବେ ତାଇଓ୍ଵାନକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ଥରେ ଦୁନିଆକୁ ଦୁଇ ଭାଗ କରିଛି। ରୁଷ ଆକ୍ରମଣରେ…

‘ନେହେରୁ ଏବଂ ବାଜପେୟୀଙ୍କ ମୁର୍ଖତା କାରଣରୁ ତିବ୍ବତ ଏବଂ ତାଇଓ୍ଵାନ ଚୀନର ବୋଲି ଆମକୁ ସ୍ଵୀକାର କରିବାକୁ ପଡୁଛି’

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଲୋଚନା କରିଛନ୍ତି।…

ବଦଳିଲେ ମମତା, ବଳଦାଇଲେ ନିଷ୍ପତ୍ତି

ପଶ୍ଚିମବଙ୍ଗ: ଶେଷରେ ରାଜି ହେଲେ ମମତା । ଚଳିତବର୍ଷ ନିତି ଆୟୋଗ ବୈଠକରେ ମମତା ବାନାର୍ଜୀ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳୁଛି । ଆସନ୍ତା ଅଗଷ୍ଟ ୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…

ତାଇୱାନ ଚୀନ ବିବାଦ: କ’ଣ କହିଲା ତାଇୱାନ

ତାଇପେଇ: ରୋକ ଠୋକ ମନା କରି ଦେଲା ତାଇୱାନ । କହିଲା ପଛଘୁଞ୍ଚା ଦେବୁ ନାହିଁ । ଆଜି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧିର ବାଚସ୍ପତି ନେନସି ପିଲୋସିଙ୍କୁ ଆତିଥ୍ୟ ପ୍ରଦାନ କରୁଥିବା ବେଳେ ଚୀନ ଉଦ୍ଦେଶ୍ୟରେ କଡା ଜବାବ…

ମିଳିତ ଜାତିସଂଘରେ ଭାରତର ପ୍ରଥମ ମହିଳା

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ନୂତନ ସ୍ଥାୟୀ ପ୍ରତିନିଧୀ ଭାବେ ଦାଇତ୍ୱ ଗ୍ରହଣ କରିବା ପରେ ବରିଷ୍ଠ କୂଟନୀତିଜ୍ଞ ରୁଚିରା କାମ୍ବୋଜ ଜାତିସଂଘର ମହାସଚିବ ଜେନେରାଲ ଆଣ୍ଟୋନିଓ ଗୁଟେରେସଙ୍କ ନିକଟରେ ନିଜର କାଗଜ…

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡ ଟେକୁଛି କରୋନା। ଦିନ କୁ ଦିନ ବଢିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଶାହାଙ୍କ ବେଙ୍ଗାଲୁରୁ ଗସ୍ତ

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବେଙ୍ଗାଲୁରୁ ଗସ୍ତ। ଏହି ଗସ୍ତରେ ସେ ସିଆଇଆଇ ତଥା କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍  ର 'ସଂକଳ୍ପ ସେ ସିଦ୍ଧି' ସମ୍ମିଳନୀରେ ଭାଗ ନେବେ।ଏହି ଯାତ୍ରା…

ରଣବୀରଙ୍କ ପାଇଁ ସୁପରମାକେର୍ଟରେ ନଗ୍ନ ହେଲେ ଯୁବତୀ

ମୁମ୍ବାଇ: ସମର୍ଥନ ଏବଂ ସମାଲୋଚନା ଏହି ଦୁଇଟି ହେଉଛି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ଆପଣ କିଛି ବି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣଙ୍କୁ ଏହି ଦୁଇଟିର ଶୀକାର ହେବାକୁ ପଡିବ । କେହି ଆପଣଙ୍କ କାର୍ଯ୍ୟ ପାଇଁ…

ଶ୍ରାବଣ ପୂର୍ଣ୍ଣିମାରେ କରନ୍ତୁ ଏହି କାମ: ମିଳିବ ପିତୃ ପୁରୁଷଙ୍କ ଆର୍ଶିବାଦ

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା, ସଂକ୍ରରାନ୍ତି ଆଦି ତିଥିର ଅନେକ ମହତ୍ତ୍ୱ ଓ ଗୁରୁତ୍ୱ ରହିଥାଏ । ଏହି ଦାନ ଦକ୍ଷିଣା, ପୂଜା ପାଠ ପରି କାର୍ଯ୍ୟ କରାଯାଇଥାଏ । କିନ୍ତୁ ଶ୍ରାବଣ ମାସରେ ପଡୁଥିବା ପୂର୍ଣ୍ଣିମା ଦିନ ଯଦି ଆପଣ…

ଶ୍ରାବଣରେ ଜଙ୍ଗଲୀ ଛତୁର ଚାହିଦା ବେଶି, କିଲୋ ପିଛା ୮୦୦ଟଙ୍କାରେ ହେଉଛି ବିକ୍ରି

ଡାବୁଗାଁ,(ଭାସ୍କର ନ୍ୟୁଜ୍‌): ବର୍ତ୍ତମାନ ସମୟ ହେଉଛି କୋଚିତ ମିଳୁଥିବା ଶ୍ରାବଣ ଛତୁର ସମୟ। ବଜାରରେ ଏହାର ଚାହିଦା ବେଶି। ପୂର୍ବରୁ କୋରାପୁଟିଆ ଆଦିବାସୀ ଏହି ଛତୁ ଖାଉଥିଲେ। ବର୍ତ୍ତମାନ ଶ୍ରାବଣ ଛତୁ ଖାଉଥିବାରୁ…