ICC ODI Rankingରେ ପାକିସ୍ତାନ ବିରୋଧରେ ନିଜର ସ୍ଥିତି ମଜବୁତ କଲା ଭାରତ, ଟପ୍-୩ରେ ସାମିଲ୍ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜକୁ କ୍ଲିନ୍ ସୁଇପ୍ କରିବା ପରେ ଆଇସିସି ଦିନିକିଆ ମାନ୍ୟତାରେ ଭାରତ ତୃତୀୟ ସ୍ଥାନରେ ନିଜର ସ୍ଥିତି ଆହୁରି ମଜବୁତ କରିଛି। ଘରୋଇ ଓ୍ଵେଷ୍ଟଇଣ୍ଡିକୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ…