ଟମାଟୋ କିଲୋ ୩ ଟଙ୍କା: ତଥାପି ବିକ୍ରି ନହେବାରୁ ଏମିତି କଲେ ଚାଷୀ

ନୂଆଦିଲ୍ଲୀ: ଗତ ମାସରେ ଟମାଟୋ ଦର ପ୍ରାୟ ୨୯ ପ୍ରତିଶତ ହ୍ରାସ ପାଇଛି । ଏହା ଗ୍ରାହକମାନଙ୍କୁ ଚିନ୍ତାରୁ ମୁକ୍ତି ମିଳିଥିଲେ ମଧ୍ୟ ଚାଷୀମାନଙ୍କ ପାଇଁ ଫସଲର ଖର୍ଚ୍ଚ ବାହାର କରିବା ମଧ୍ୟ ମୁସ୍କିଲ ହୋଇ ପଡୁଛି ।…

ଏମିତି ହେଲେ ସବୁ ସରକାର ଭାଙ୍ଗିଯିବ, ସୁପ୍ରିମକୋର୍ଟରେ ଉଦ୍ଧବ ଗୋଷ୍ଠୀଙ୍କ ଦଲିଲ୍, ଅଗଷ୍ଟ ୧ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଶିବସେନାର ୧୬ ବିଧାୟକଙ୍କ ଅଯୋଗ୍ୟତା ଏବଂ ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଖୁବ୍ ବିତର୍କ…

ଦଳିତ ହୋଇଥିବାରୁ ମିଳୁନି ସମ୍ମାନ, ମର୍ମାହତ ହୋଇ ନିଜ ପଦରୁ ଇସ୍ତଫା ଦେଲେ ଯୋଗୀ ସରକାରଙ୍କ ମନ୍ତ୍ରୀ ଖଟିକ୍

ଲକ୍ଷ୍ନୌ: ମୋତେ ମୋ ବିଭାଗରେ ଅଣଦେଖା କରାଯାଉଛି। ଦଳିତ ହୋଇଥିବାରୁ ଅପମାନିତ କରାଯାଉଛି। ଅଧିକାରୀ ମୋ କଥା ଶୁଣୁ ନାହାନ୍ତି... ଏମିତି ସଙ୍ଗୀନ ଅଭିଯୋଗ ଲଗାଇ ଯୋଗୀ ସରକାରରେ ଜଳଶକ୍ତି ବିଭାଗର ରାଜ୍ୟ ମନ୍ତ୍ରୀ…

ଦକ୍ଷିଣ ଆଫ୍ରିକା ଦଳର କମାଲ, ବିନା ଛକାରେ କଲା ବିଶାଳ ସ୍କୋର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ଡରହମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ କମାଲ ପ୍ରଦର୍ଶନ କରିଛି। ଘରୋଇ…

ଜାପାନ ନିକଟରେ ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟ, ଚୀନର ଅବସ୍ଥା ଖରାପ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: କୋଭିଡ୍-୧୯ର ନକରାତ୍ମକ ପ୍ରଭାବରୁ ଏବେ ମଧ୍ୟ ଦୁନିଆ ବାହାରି ପାରି ନାହିଁ। ଏହା ମଧ୍ୟରେ ପାସପୋର୍ଟକୁ ନେଇ ନୂତନ ମାନ୍ୟତା ଜାରି କରାଯାଇଛି। ଜାପାନ, ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ପାଖରେ ଦୁନିଆର…

ନିଜର ପ୍ରତିଶ୍ରୁତି ପୂରଣ କଲେ ମୋଦୀ ସରକାର ? SBI ରିପୋର୍ଟରେ ଦାବି- ୫ ବର୍ଷରେ ଦୁଇ ଗୁଣ ହୋଇଛି କୃଷକଙ୍କ ଆୟ

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଂପର୍କରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ଏକ ରିପୋର୍ଟ ଜାରି କରିଛି। ଦେଶର ଏହି ବଡ…

ବିସିସିଆଇ ଉପ ସଭାପତି ପଦରୁ ଇସ୍ତଫା ଦେବେ ରାଜୀବ ଶୁକ୍ଳା, ଖୁବ୍‌ଶୀଘ୍ର ବିଧିବଧ ଭାବେ ଘୋଷଣା କରିବେ

ନୂଆଦିଲ୍ଲୀ: ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ରାଜ୍ୟ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ଥିବାରୁ ସେ ଖୁବ ଶୀଘ୍ର ଇସ୍ତଫା ଦେବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି । କାରଣ ସେ ରାଜ୍ୟସଭା ସାଂସଦ ଭାବେ ଶପଥ…

ଆଜି ଭାରତୀୟ ଆଥଲେଟ୍‌ଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଖେଳାଳିଙ୍କ ଉତ୍ସାହ…

ନୂଆଦିଲ୍ଲୀ: ଚଳିତ ଜୁଲାଇ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ଥିବା ଭାରତୀୟ ଆଥଲେଟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ…

ଏୟାରଲିଫ୍ଟ ଦେଇ ମରାଠୀ ପରିବାର ୪ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ପୀଡିତ ପରିବାର କହିଲେ ଆମକୁ ମଣିଷ ରୂପରେ ଭଗବାନ ମିଳିଗଲେ..

ପାଟନା: ବିହାରରେ ୪୦ ବର୍ଷ ଧରି ରହିଆସୁଥିବା ମହାରାଷ୍ଟ୍ରର ଏକ ମୂଳ ନିବାସୀ ମରାଠି ପରିବାରକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମାଗଣାରେ ବଡ଼ ସହୟତା ଯୋଗାଇଛନ୍ତି । ବିହାରରେ ମହାରାଷ୍ଟ୍ରର ଏକ ମରାଠୀ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୧.୨ ମିଲିୟନ ଟିକେଟ୍‌ ବିକ୍ରି, ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌ ବୋହି ନେଲେ କ୍ରିକେଟ ପ୍ରେମୀ

ନୂଆଦିଲ୍ଲୀ: ଚଳିତ ଜୁଲାଇ ମାସ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟାଗାଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା ସାମିଲ ହୋଇଛି । ୧୯୯୮ କୁଆଲାଲମ୍ପୁର ରାଜ୍ୟ…