ଯୌତୁକ ନିର୍ଯ୍ୟାତନା ଆଇନକୁ ହତିଆର ଭାବରେ ବ୍ୟବହାର କରିବା ସ୍ୱାମୀଙ୍କ ଉପରେ ନୃଶଂସତା: ଛତିଶଗଡ଼ ହାଇକୋର୍ଟ
ବିଳାସପୁର: ଛତିଶଗଡ଼ ହାଇକୋର୍ଟ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଯୌତୁକ ନିର୍ଯ୍ୟାତନା ଆଇନକୁ ପତ୍ନୀ କିମ୍ବା ତାଙ୍କ ସଂପର୍କୀୟ ହତିଆର ଭାବରେ ବ୍ୟବବହାର କରିବା ସ୍ୱାମୀ ଏବଂ ଶ୍ୱଶୁର ଘର ସହ ନୃଶଂସତା ହେବ ।…