ଏସିଆ କପ୍ ଉପରେ ସଙ୍କଟର ବାଦଲ ! ପେଟ୍ରୋଲ ଅଭାବରୁ ଅଭ୍ୟାସକୁ ଯାଇ ପାରୁ ନାହାନ୍ତି ଖେଳାଳି

ନୂଆଦିଲ୍ଲୀ: ଦୟନୀୟ ସ୍ଥିତି ଦେଇ ଗତି କରୁଛି ଶ୍ରୀଲଙ୍କା। ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଛି ଏବଂ ଲୋକଙ୍କୁ ଖାଇବା ମୁଠେ ମଧ୍ୟ ମିଳିବା ମୁସ୍କିଲ ହୋଇଗଲାଣି। ଅନ୍ୟପଟେ ରାଷ୍ଟ୍ରପତି ଦେଶ ଛାଡି ପଳାୟନ…

ରାଷ୍ଟ୍ରପତି ନିର୍ବାଚନକୁ ନେଇ AAPର ଘୋଷଣା- ଦ୍ରୌପଦୀଙ୍କୁ ସମ୍ମାନ, ହେଲେ ଯଶଓ୍ଵନ୍ତ ସିହ୍ନାଙ୍କୁ ଦେବୁ ଭୋଟ୍

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ତେବେ ନିର୍ବାଚନରେ ଆମ୍ ଆଦମୀ ପାର୍ଟି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତା ଉପରେ ସଭିଙ୍କ ନଜର ଥିଲା। ଆଉ ଶନିବାର ସ୍ପଷ୍ଟ କରିଛି ଆମ୍ ଆଦମୀ…

ଆଗାମୀ ଦିନରେ କନ୍ଦାଇବ ନାହିଁ ପିଆଜ, ଆଗୁଆ ପ୍ରସ୍ତୁତି କଲେଣି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜକୁ ନେଇ ଯୋଜନା ଆରମ୍ଭ କରି ଦେଇଛନ୍ତି ସରକାର। କାରଣ ସାଧାରଣତଃ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପିଆଜ ଦର ବଢିଥାଏ। ଏହି ସମୟରେ ପିଆଜର ଆକାଶଛୁଆଁ ଦର ସାଧାରଣ ଜନତାଙ୍କ ସହିତ ସରକାରଙ୍କୁ ମଧ୍ୟ…

ଫାଇନାଲରେ ଧମାକାଦାର ଏଣ୍ଟ୍ରି ମାରିଲେ ସିନ୍ଧୁ: ଜାପାନକୁ ହରାଇବା ପରେ ଭାରତର ବଢିଲା ମେଡାଲ ଆଶା

ନୂଆଦିଲ୍ଲୀ: ସିଙ୍ଗାପୁର ଓପନ-୨୦୨୨ରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ଭାରତର ଷ୍ଟାର ପ୍ଲେୟର ପିଭି ସିନ୍ଧୁ । ଜାପାନର ସାୟନା କାବାକାମୀଙ୍କୁ ହରାଇ ସେ ଏବେ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି । ଏହି ବିଜୟ ପରେ…

ସିଞ୍ଜୋ ଆବେଙ୍କ ହତ୍ୟାରୁ ଶିକ୍ଷା, VVIPଙ୍କ ୩୬୦ ଡିଗ୍ରୀ ସୁରକ୍ଷା ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସର୍ବସାଧାରଣରେ ହତ୍ୟାରୁ ଶିକ୍ଷା ନେଇଛନ୍ତି ଭାରତ ସରକାର। ସେଥିପାଇଁ କେନ୍ଦ୍ର ସରକାର ଭିଭିଆଇପିଙ୍କ ସୁରକ୍ଷାକୁ ନେଇ ରାଜ୍ୟଗୁଡିକୁ ନୂତନ…

Singapore Open: ଫାଇନାଲରେ ପହଞ୍ଚିଲେ ସିନ୍ଧୁ, ଜାପାନ ଖେଳାଳିଙ୍କୁ ୩୧ ମିନିଟରେ ଦେଲେ ମାତ୍

ନୂଆଦିଲ୍ଲୀ: ଭାରତର ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସିଙ୍ଗାପୁର ଓପନ ୨୦୨୨ର ଫାଇନାଲରେ ପ୍ରବେଶ କରିଛନ୍ତି। ସେମି ଫାଇନାଲରେ ଜାପାନର ସାୟନା କାଭାକାମିଙ୍କୁ ସେ ମାତ୍ର ୩୧ ମିନିଟ୍ ଖେଳରେ ୨୧-୧୫ ଏବଂ…

ପ୍ରଥମେ ପ୍ରେମ ପରେ ପ୍ରତାରଣା ଅଭିଯୋଗ: କୋର୍ଟରେ ନାମାଞ୍ଜୁର ହେଲା ବେଲ୍‌, ଯୁବକ ଗଲେ ଜେଲ୍‌

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ପୁଣି ଏକ ପ୍ରେମ ପ୍ରତାରଣା ପରେ ଯୁବତୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ଅଭିଯୋଗରେ ଜଣେ ବିବାହିତ ଯୁବକୁ ପୋଲିସ୍‌ ଗିରଫ କରି କୋର୍ଟ…

ପୂରଣ ହେଲା ଦୀର୍ଘ ଦିନର ଦାବି: କଟକ-ପଲାସା ମେମୁ ଟ୍ରେନ୍‌ ଗୁଣପୁରକୁ ହେଲା ସମ୍ପ୍ରସାରିତ

ଗୁଣପୁର, (ଭାସ୍କର ନ୍ୟୁଜ୍‌): କଟକ-ପଲାସା ମେମୁ ଟ୍ରେନକୁ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ନେଇ ଦୀର୍ଘ ଦିନ ଧରି ହେଉଥିବା ଦାବି ସାକାର ହୋଇଛି । ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଏନେଇ ପ୍ରକାଶିତ ବିଜ୍ଞପ୍ତି ପ୍ରକାଶ…

ସୁବ୍ରତ ରୟଙ୍କୁ ମିଳିଲା ସୁପ୍ରିମ୍‌କୋର୍ଟରୁ ଆଶ୍ୱସ୍ତି, ଖାରଜ ହେଲା ପାଟନା ହାଇକୋର୍ଟରେ ହାଜର ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସାହାରା ଗ୍ରୁପ୍‌ ପ୍ରମୁଖ ସୁବ୍ରତ ରୟଙ୍କୁ ଆଶ୍ୱସ୍ତ ଦେଇଛନ୍ତି । ପାଟନା ହାଇକୋର୍ଟରେ ହାଜର ହେବା ପାଇଁ ଦେଇଥିବା  ନିର୍ଦ୍ଦେଶକୁ  ସୁପ୍ରିମ୍‌କୋର୍ଟ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ୍‌…

ମାତାଲ ଯୁବକ ରାସ୍ତାରେ ବୁଲାଇଲେ ଖଣ୍ଡା, ଭାଙ୍ଗିଲେ ଗଜଲକ୍ଷ୍ମୀ ମଣ୍ଡପର ହାତୀର ମୁଣ୍ଡ: ଗୁରୁତର ଦଫାରେ ମାମଲା ରୁଜୁ କଲା ପୋଲିସ

ନିମାପଡ଼ା, (ଭାସ୍କର ନ୍ୟୁଜ୍‌) : ନିମାପଡ଼ା ଗ୍ରାମରେ ଯୁବକଙ୍କ ଆତଙ୍କ । ପୂଜା କମିଟି ଆସବାବପତ୍ର ଭଙ୍ଗାରୁଜା, ପୂଜା ମଣ୍ଡପର ହାତୀର ମୁଣ୍ଡକୁ ବାଡ଼େଇ ଭାଙ୍ଗିବା ଓ ସଦସ୍ୟ ପ୍ରତିବାଦ କରିବାରୁ ଖଣ୍ଡା ଧରି ଜୀବନରେ ମାରି…