୭ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଇଂଲଣ୍ଡ କ୍ରିକେଟ ଦଳ, ଆସନ୍ତାକାଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ କରାଚିରେ ପହଞ୍ଚିବ ୫ ଜଣିଆ ଟିମ୍
ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳ ଆସନ୍ତା ସେପ୍ଟେମ୍ବର କିମ୍ବା ଆକ୍ଟୋବର ମାସରେ ପାକିସ୍ତାନ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି । ତେଣୁ ସେଠାକାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡର ଏକ…