ପୃଥିବୀର ତିନ ସବୁଠୁ ଦାମୀ ଫୁଲ: ଯାହାର ସୁଗନ୍ଧ ସମସ୍ତଙ୍କୁ ପାଗ କରିଦିଏ, ଆଉ ଦାମ୍ ବି ଆଶ୍ଚର୍ଯ୍ୟ କରିଦିଏ…

ନୂଆଦିଲ୍ଲୀ : ଠାକୁର ପୂଜାଠୁ ଆରମ୍ଭ କରି ଉପହାର ଦେବା ଯାଏ, ପ୍ରେମ ନିବେଦନ ଠୁ ବିବାହ ଯାଏ, ସବୁଠି ଫୁଲର ଆଦର ରହିଛି । ସମସ୍ତେ ନିଜ ବାଡ଼ି ବଗିଚାରେ କିମ୍ୱା ଘରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇବାକୁ ପସନ୍ଦ…

ଏଲିୟନ୍ସଙ୍କ ସହ ଏମିତି କରିହେବ କଥାବାର୍ତ୍ତା, ବୈଜ୍ଞାନିକ କହିଲେ ଉପାୟ

ନୂଆଦିଲ୍ଲୀ: ଏଲିୟନଙ୍କ ସହ ସଂପର୍କ କରିବା ପାଇଁ ବର୍ଷ ବର୍ଷରୁ ପ୍ରୟାସ ଜାରି ରହିଛି, ଅବଶ୍ୟ ଏପର୍ଯ୍ୟନ୍ତ ଏଲିୟନଙ୍କ ଅସ୍ତିତ୍ୱକୁ ନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । କିନ୍ତୁ ଏବେ ବିଶେଷଜ୍ଞଙ୍କ ଟିମ୍ ଏକ ଏଭଳି…

ବର୍ଷା-ଅନୁଭବ ପାରିବାରିକ ବିବାଦ, ସରିଲା ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ରହିଛି । ଦୁହେଁ ପରସ୍ପରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ…

ଅବମାନନା ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଭରିବାକୁ ହେବ ଜରିମାନା

ନୂଆଦିଲ୍ଲୀ: ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ସଜା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ମାଲ୍ୟାଙ୍କୁ ସଜା ସହ ଜୋରିମାନା ମଧ୍ୟ ଚାର୍ଜ କରିଛନ୍ତି । ସୋମବାର ସୁପ୍ରିମକୋର୍ଟ ମାଲ୍ୟାଙ୍କ ଉପରେ କୋର୍ଟ ଅବମାନନା…

(Video) ଲୋକଲଜ୍ଜା ସହି ନପାରି ନାବାଳିକାଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟ୍ ରେ କହିଲେ କାରଣ

ଗଞ୍ଜାମ: ରାଜ୍ୟରେ ଗୋଟିଏ ପଟେ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ପୁଣି ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ଲୋକଲଜ୍ଜାକୁ ସହିନପାରି କରିଛନ୍ତି ଆତ୍ମହତ୍ୟା ।…

ବାପାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି ଝିଅ, ରାଜା ହୋଇ ପାଳୁଛନ୍ତି ଦେବନୀତି

ଗଞ୍ଜାମ: ସାଂସ୍କୃତିକ ରୀତିନୀତି ଓ ପ୍ରଥା ପରମ୍ପରାରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟ । ଏହାର ବିଭିନ୍ନ ଜିଲ୍ଲାରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ଅନ୍ୟତମ । ଗଞ୍ଜାମ ଜିଲ୍ଲାର ୧୪ଟି ଗଡଜାତ…

୯୪ ବର୍ଷରେ ଜିତିଲେ ସ୍ୱର୍ଣ୍ଣ ପଦକ, ଭାରତ ହେଲା ଗୌରବାନ୍ୱିତ

ନୂଆଦିଲ୍ଲୀ: ଯୁବପିଢୀମାନେ ଦେଶ ପାଇଁ ଅନେକ ପଦକ ଜିତି ଦେଶକୁ ଗୌରବାନ୍ୱିତ କରୁଛନ୍ତି  । ଏହି କ୍ରମରେ ଏବେ ଭାରତ ପାଇଁ ଆସିଛି ଆଉ ଏକ ଗୌରବର ସମୟ । କାରଣ ଜଣେ ୯୪ ବର୍ଷିୟ ବୃଦ୍ଧା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି…

ଜିକା ଭାଇରସକୁ ନେଇ ବଢିଲା ଚିନ୍ତା: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ: ଡେଙ୍ଗୁ, ମାଲେରିଆ ଓ ଚିକେନଗୁନିଆ ପରେ ଜିକା ଭାଇରସକୁ ନେଇ ସରକାରଙ୍କର ଚିନ୍ତା ବଢିଛି । ଦେଶର ଅନେକ ରାଜ୍ୟରେ ବୈଜ୍ଞାନିକମାନେ ଜିକା ଭାଇରସ ସମ୍ବନ୍ଧୀୟ ତଥ୍ୟର ପ୍ରମାଣ ପାଇଥିବା ପ୍ରକାଶ କରିଛନ୍ତି ।…

ଓଲଟିଲା ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍, ୧୦ ଆହତ ଜଣେ ଗୁରୁତର

ପୁରୀ: ପୁରୀରୁ ଆସୁଥିବାବେଳେ ଓଲଟିଲା ବସ୍। ଭାରି ବର୍ଷା କାରଣରୁ ଭାରସ୍ୟମ ହରାଇ ଡିଭାଇଡରରେ ପିଟି ହୋଇ ଘଟିଲା ଦୁର୍ଘଟଣା। ପୁରୀ ସାତସଙ୍ଖ ଠାରେ ଘଟିଛି ଅଘଟଣ। ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୫ ଯାତ୍ରୀ ଆହାତ…

୨୦୩୦ ପର୍ଯ୍ୟନ୍ତ ଜେଲରେ ହିଁ ରହିବ ଗ୍ୟାଙ୍ଗଷ୍ଟାର ଆବୁ ସାଲେମ, ସୁପ୍ରିମକୋର୍ଟଙ୍କ ବଡ ଆଦେଶ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ଗ୍ୟାଙ୍ଗଷ୍ଟାର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ମିଳିଛି। ୨୫ ବର୍ଷର ସଜା ପୂରା ହେବା ପରେ ହିଁ ଆବୁ ସାଲେମର ଖଲାସ ନେଇ ସରକାର ବିଚାର…