ଗ୍ରାହକଙ୍କ ପାଇଁ ଗୁଡ୍ ନ୍ୟୁଜ୍, ସେପ୍ଟେମ୍ବରରେ ଦେଶରେ ଆରମ୍ଭ ହେବ 5G ସେବା

ନୂଆଦିଲ୍ଲୀ: ୪ଜି ସେବା ପରେ ୫ଜି ସେବା କେବେ ଆସିବ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରେ। ତେବେ ଏହି ମୋର୍ଚ୍ଚାରେ ଭାରତକୁ ଶୀଘ୍ର ଭଲ ଖବର ମିଳିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଦେଶକୁ ୫ଜି…

‘ଅଗ୍ନିପଥ’ ବିରୋଧରେ ‘ସତ୍ୟାଗ୍ରହ’; ଯୁବ ପିଢିଙ୍କ ସମର୍ଥନରେ ଜନ୍ତର-ମନ୍ତରରେ ଧାରଣାରେ ବସିଲା କଂଗ୍ରେସ

ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସମଗ୍ର ଦେଶରେ ତୀବ୍ର ବିରୋଧ କରାଯାଉଛି। ଏହି କ୍ରମରେ ଯୁବକଙ୍କ ସମର୍ଥନରେ ସାମ୍ନାକୁ ଆସିଛି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ। ଦଳ ରବିବାର…

ଆଜି ନିର୍ଣ୍ଣାୟକ ମୁକାବିଲା, ପନ୍ତଙ୍କ ଚିନ୍ତା ବଢାଇପାରେ ଏମ ଚିନ୍ନାସ୍ଵାମୀର ରେକର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ସିରିଜ ବର୍ତ୍ତମାନ ୨-୨ ସମାନ…

ଆଜି ପଞ୍ଚମ ମ୍ୟାଚ ଟି-୨୦ ମ୍ୟାଚ୍: ସିରିଜ କବଜା ପାଇଁ ମୁହାମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ ସଂଘର୍ଷପୁର୍ଣ୍ଣ…

ବେଙ୍ଗାଲୁର: ଆଜି ବେଙ୍ଗାଲୁରରେ ଖେଳାଯିବ ସିରିଜର ପଞ୍ଚମ ମ୍ୟାଚ ଟି-୨୦ । ଭାରତ ଓ ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚରେ ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା…

ନିର୍ବାଚନ ପ୍ରକ୍ରିୟାରେ ଆସିବ ସଂସ୍କାର : ଆଧାରକୁ ଭୋଟର ସୂଚୀ ସହ ସଂଯୁକ୍ତ କରିବା ଲାଗି ନୋଟିଫିକେସନ ଜାରି

ନୂଆଦିଲ୍ଲୀ: ପୂର୍ବରୁ ଆଧାରକୁ ପାନ କାର୍ଡ ସହ ସଂଯୁକ୍ତ କରିବା ଜରୁରୀ କରାଯାଇଥିଲା । ଏବେ ସରକାର ଆଧାରକୁ ଭୋଟର ଆଇଡି କାର୍ଡ ସହ ଲିଙ୍କ କରିବା ଜରୁରୀ କରିଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଜଣେ ନାଗରିକଙ୍କ ଗୋଟିଏ…

ଧନୀ ରାଷ୍ଟ୍ରଙ୍କ ଠାରୁ ଭାରତ ଆଦାୟ କରିବ ବାର୍ଷିକ ୭ଲକ୍ଷ କୋଟି!

ବୋନ୍‌: ଦିନକୁ ଦିନ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ବିଶେଷଭାବେ ଭାରତୀୟମାନେ ଏହାର ଶିକାର ହୋଇଚାଲିଛନ୍ତି । ଏଥିପାଇଁ ଗ୍ରୀଷ୍ମଦିନେ ଭାରତରେ ପାଖାପାଖି ୮୩ହଜାର ଲୋକ ମୃତ୍ୟୁବରଣ କରୁଥିବାବେଳେ ପ୍ରବଳ…

ପତ୍ନୀର ଇଜ୍ଜତ ନିଲାମ କଲା ସ୍ୱାମୀ, ସ୍ତ୍ରୀଙ୍କ ପୁରୁଷ ବନ୍ଧୁୁ ସହ ମିଶି ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଥାନାରେ ଅଭିଯୋଗ କଲେ ପୀଡିତା

ଧାମନଗର, (ଭାସ୍କର ନ୍ୟୁଜ୍‌) : ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯେଉଁ ପବିତ୍ର ସମ୍ପର୍କ ୭ଜନ୍ମ ପାଇଁ ହେଲେ ସେହି ସମ୍ପର୍କ ବେଳେ ବେଳେ ଏପରି ପୁର୍ଣ୍ଣଚ୍ଛେଦ ପଡ଼େ ଯାହାକି ସବୁଦିନ ପାଇଁ ବିଚ୍ଛେଦ ଘଟେ । ଏମିତିଏକ ଘଟଣା…

ମହାପ୍ରଭୁଙ୍କ ଅନବସର ବାସ ଷଷ୍ଠ ଦିବସ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲରୀ ତେଲ

ପୁରୀ (ଓଡ଼ିଶା ଭାସ୍କର): ଆଜି ମହାପ୍ରଭୁଙ୍କ ଅନବସର ବାସ ଷଷ୍ଠ ଦିବସ। ଦେବସ୍ନାନ ପୂର୍ଣ୍ଣିମା ଦିନ ୧୮୦ ସୁବାଷିତ ଜଳରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଅସୁସ୍ଥ ହୋଇ ଅନବସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସେଠାରେ…

ନନ୍ଦନକାନନରେ ପ୍ରେମା ହାତୀ ଅସୁସ୍ଥ, ଓୟୁଏଟିର ଡାକ୍ତରୀ ଟିମ୍ ଜାରି ରଖିଛି ଚିକିତ୍ସା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ନନ୍ଦନକାନନରେ ହାତୀ ପ୍ରେମା ଗୋଡ଼ରେ ଘା’ ହେବାରୁ ସେ ଅସୁସ୍ଥ ହୋଇପଡ଼ିଛି । ସେ ଛୋଟେଇ ଛୋଟେଇ ଚାଲୁଛି । ତା’ର ଚିକିତ୍ସା ପାଇଁ ଓୟୁଏଟିର ଡାକ୍ତରୀ ଟିମ ଆସିବ ବୋଲି ସୂଚନା ଦେଇଛନ୍ତି…

ଆସାମ ବନ୍ୟାସ୍ଥିତି ସାଂଘାତିକ: ୧୯ ଲକ୍ଷ ପ୍ରଭାବିତ, ୫୪ ମୃତ

ଗୌହାଟୀ,  ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଆସାମର ୨୮ଟି ଜିଲ୍ଳାର ୧୯ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୫୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି…