ପ୍ରତି ସେକେଣ୍ଡରେ ପୃଥିବୀ ଆକାରରେ ବଢ଼ୁଛି ଏହି ବ୍ଲାକ ହୋଲ୍: ଆସିପାରେ ବିପଦ, ଦେଖନ୍ତୁ Video
ରହସ୍ୟରେ ଭରିରହିଥିବା ଆମର ଏହି ବ୍ରହା୍ମଣ୍ଡରେ ସବୁବେଳେ କିଛି ନା କିଛି ତଥ୍ୟ ଗବେଷକମାନେ ସାମ୍ନାକୁ ଆଣିଥାନ୍ତି । ଏବେ ଗବେଷକମାନେ ଏଭଳି ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି, ତାହା ଆପଣଙ୍କ ମନରେ ଭୟ ସୃଷ୍ଟି କରିବ । ଏକ…