ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା: ଏନ୍ଡିଏ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ମାନସ ମନ୍ଥନ, ୟୁପିଏ ପ୍ରାର୍ଥୀ ପାଇଁ ବିରୋଧୀ ଏକାଠି
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ବୁଧବାର ଠାରୁ ଏହି ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଆରମ୍ଭ ହୋଇଛି…