ସ୍ମାର୍ଟଫୋନରେ ଜଣାପଡ଼ିବ କ୍ୟାନ୍ସର? ୧୫ ସେକେଣ୍ଡରେ ହେବ ୫୦ ଚର୍ମରୋଗର ଚିହ୍ନଟ

ନୂଆଦିଲ୍ଲୀ: କ୍ୟାନ୍ସର ଏଭଳି ଏକ ରୋଗ ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏହି ମାରାତ୍ମକ ରୋଗରେ ଶରୀରର କୋଶିକାଗୁଡ଼ିକ ନଷ୍ଟ ହେବାକୁ ଲାଗିଥାଏ ଏବଂ ପରେ ଧୀରେ ଧୀରେ ଶୀରର ଅଙ୍ଗ କାମ କରିବା ବନ୍ଦ କରିଥାଏ । ଯଦି…

ଗ୍ରେନେଡ ଏବଂ ବମ ଧରି ପାକିସ୍ତାନୀ ଡ୍ରୋନର ଉଡାଣ ବେଳେ ପୋଲିସର ଆଟାକ

ନୂଆଦିଲ୍ଲୀ: ଫେଲ ମାରିଛି ପାକିସ୍ତାନର ଷଡଯନ୍ତ୍ର । ସୀମା ପାର କରି ଭାରତରେ ପଶିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ଆଖିରେ ଧୂଳି ଦେବାରେ ଅସଫଳ ହୋଇଛି । ଭାରତୀୟ ସୀମା ଭିତରକୁ ପଶିବାର କିଛି ସମୟ ମଧ୍ୟରେ ଏକ…

ଶିଶୁ ପେଟରେ ବଢ଼ୁଥିଲା ଆଉ ଏକ ଶିଶୁ, ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ଜନ୍ମ ହୋଇଥିବା ଶିଶୁର ପେଟ ଭିତରେ ବଢୁଛି ଅନ୍ୟ ଏକ ଶିଶୁ । ଘଟଣାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ବିହାରର ମୋତିହାରୀ ଠାରେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟ ଘଟଣା । ୪୦ ଦିନର ଶିଶୁର ପେଟରେ ବଢୁଥିବା ଶିଶୁକୁ…

ଆଞ୍ଚଳିକ ଦଳ ମଧ୍ୟରେ ଡିଏମ୍‌କେ ସବୁଠୁ ଧନୀ, ଏହି ସ୍ଥାନରେ ରହିଛି ବିଜେଡ଼ି

ନୂଆଦିଲ୍ଲୀ : ଦେଶରେ ଥିବା ୩୧ଟି ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ତାମିଲନାଡୁରେ କ୍ଷମତାସୀନ ଡିଏମ୍‌କେ ସବୁଠୁ ଧନୀ ବୋଲି ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ…

ଦକ୍ଷିଣ ଚୀନ୍‌ରେ ବନ୍ୟା ବିତ୍ପାତ: ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୧୫ ମୃତ, ୩ ନିଖୋଜ ଥିବା ସୂଚନା

ବେଜିଂ : ଦକ୍ଷିଣ ଚୀନ୍‌ରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ମୂଷଳଧାରାରେ ବର୍ଷା ଓ ବନ୍ୟା ଯୋଗୁଁ ଅତି କମ୍‌ରେ ୧୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି…

ରାଷ୍ଟ୍ରପତି ନିର୍ବାଚନ: ପଶ୍ଚିମବଙ୍ଗ ବିଜେପି ସଂଗଠନରେ ଫାଟ, ବିଜେପି ବିଧାୟକ କରିପାରନ୍ତି କ୍ରସ୍‌ ଭୋଟିଂ

କୋଲକାତା: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ବିଜେପିକୁ ଘାରିଛି ଅନ୍ତଃକନ୍ଦଳ ଚିନ୍ତା । ଗତ କିଛିଦିନ ତଳେ ଦଳର ବରିଷ୍ଠ ତଥା ପ୍ରଭାବଶାଳୀ ନେତା ଅର୍ଜୁନ୍‌ ସିଂ ବିଜେପିକୁ ବାଏ ବାଏ କରିସାରିଛନ୍ତି ।…

ଜୁନ୍‌ ୨୪ରେ ବ୍ରିକ୍ସ ସମ୍ମିଳନୀ: ଭର୍ଚୁଆଲ୍‌ରେ ଏକାଠି ହେବେ ମୋଦି, ଜିନ୍‌ପିଙ୍ଗ୍‌, ପୁଟିନ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲୁ ରହିଥିବା ଲମ୍ବା ସମୟର ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି ହୋଇଛି । ସେହିପରି ଲଦାଖ ସୀମାରେ ଚୀନର ସୀମାପାର କାର୍ଯ୍ୟକଳାପ ଅଶାନ୍ତକର ପରିସ୍ଥିତି ସୃଷ୍ଟି…

ଗୋଷ୍ଠୀ ସଂକ୍ରମଣ କରିପାରେ ‘ମଙ୍କିକ୍ସ, ଭାଇରସ ବ୍ୟାପିବା ପୂର୍ବରୁ ସତର୍କ କରାଇଲା ‘ହୁ’

ନୂଆଦିଲ୍ଲୀ : ଗତ ୨ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ମହାମାରୀ କରୋନା ସଂକ୍ରମଣ ଥମିବା ପରେ ଦେଶବାସୀ ଶାନ୍ତିରେ ନିଃଶ୍ୱାସ ମାରୁଥିବାବେଳେ ଏବେ ପୁଣି ଗୋଟିଏ ଭାଇରସ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଶ୍ୱର ଅନେକ…

ଭାରତ ପାଇଁ ବଡ଼ ବିପଦ ଜଳବାୟୁ ପରିବର୍ତ୍ତନ : ଆଗକୁ ଆସିପାରେ ଅଧିକ ‘ମହାବାତ୍ୟା’, ମାଡ଼ିଆସିବ ୩ ମିଟରରୁ ଅଧିକ ଉଚ୍ଚର ଜୁଆର

ଭୁବନେଶ୍ୱର/ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆତଙ୍କର କାରଣ ପାଲଟିଥିବା ବେଳେ ଏହା ଭାରତ ପାଇଁ ବିପଦର କାରଣ ସାଜିପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ଆଗକୁ…

LOC ରେ ଚୋରା ଚାଲାଣକାରୀଙ୍କ ବଡ଼ ଷଡ଼ଯନ୍ତ୍ର ବିଫଳ, ୨୦୦ କୋଟିର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁଞ୍ଜ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରୁ ସୁରକ୍ଷା କର୍ମୀ ଶନିବାର ଚୋରାଚାଲାଣକାରୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ କରିବା ସହ ୪୪ କିଲୋଗ୍ରାମ ନିଶା ପଦାର୍ଥ ଜବତ କରିଛନ୍ତି । ଜବତ ହୋଇଥିବା…