ଶ୍ରୀଲଙ୍କାରେ ବଢ଼ିଲା ଇନ୍ଧନ ସଙ୍କଟ, ଆସନ୍ତା ସପ୍ତାହରୁ ସରକାରୀ ଅଫିସ୍ ଓ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ
ଶ୍ରୀଲଙ୍କା ସରକାର ଆସନ୍ତା ସୋମବାର ଠାରୁ ଏକ ସପ୍ତାହ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ଘୋଷଣା କରିଛନ୍ତି । କାରଣ ଆର୍ଥିକ ସଙ୍କଟ ସହ ଜୁଝୁଥିବା ଦେଶରେ ଇନ୍ଧନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ଏହାସହ ବିଜୁଳି…