ନୂଆ ମନ୍ତ୍ରୀ ନେବେ ଶପଥ: ଲୋକସେବା ଭବନରେ ପହଞ୍ଚିଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିଛନ୍ତି । ଆଜି ଶପଥ ନେବେ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ନୂଆ ମନ୍ତ୍ରୀ । ଏଥିପାଇଁ ଲୋକସେବା ଭବନରେ…