CHARIDHAM

ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା: ୭ ଜଣଙ୍କ ମୃତ୍ୟୁ, ୧୧ ଆହତ

ଆନ୍ଧ୍ରପ୍ରଦେଶ: ତୀର୍ଥଯାତ୍ରାରେ ଭଗବାନଙ୍କ ଦର୍ଶନ କରି ଫେରୁଥିଲେ । କିନ୍ତୁ ବାଟରେ ଜଗି ବସିଥିଲା କାଳ । ସଡକ ଦୁର୍ଘଟଣା ରୂପରେ ଆସି ୭ ଜଣଙ୍କ ଜୀବନ ନେଇଛି ମୃତ୍ୟୁ । ଏହାସହିତ ୧୧ ଜଣ ଆହତ ହୋଇଥିବା ମଧ୍ୟ ସୂଚନା…

ପୁଲୱାମାରେ ପୁଣି ପୋଲିସ ଆତଙ୍କୀ ମୁହାଁମୁହିଁ: ଏକାଉଣ୍ଟରରେ ୨ ଆତଙ୍କୀ ଢେର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ପୁଣି ମୁହାମୁହିଁ ହୋଇଛନ୍ତି ଆତଙ୍କବାଦ ଏବଂ ସୁରକ୍ଷାକର୍ମୀ । ସାରା ରାତି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୨ ଆତଙ୍କୀ ନିହତ ହୋଇଛନ୍ତି । ଏ ନେଇ…

ଟ୍ରଫି ଜିତିବା ପରେ ବି ବିପଦରେ ଗୁଜୁରାଟର ଏହି ଷ୍ଟାର ଖେଳାଳିଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଦମଦାର ପ୍ରଦର୍ଶନ କରି ଆଇପିଏଲ-୨୦୨୨ ଟାଇଟଲ ନିଜ ନାମରେ କରିଛି ଗୁଜୁରାଟ ଟାଇଟନ୍ସ । ଦଳର ସମସ୍ତ ଖେଳାଳି ଅତି ସୁନ୍ଦର ପ୍ରଦର୍ଶନ ଜାରି ରଖିଥିବା ବେଳେ ଜଣେ ଖେଳାଳି ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲେ ।…

ଭାରତୀୟ ନୌସେନାକୁ ମିଳିବ ନୂଆ ହତିଆର: ପ୍ରସ୍ତୁତ ହେଉଛି ଆତ୍ମଘାତୀ ଡ୍ରୋନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଖୁବଶୀଘ୍ର ପସ୍ତୁତ ହେବାକୁ ଯାଉଛି ଆତ୍ମଘାତୀ ଡ୍ରୋନ । ଶତୃମାନଙ୍କ ପାଇଁ ଏହା ଖୁବ ଭୟଙ୍କର ପ୍ରମାଣିତ ହୋଇପାରେ । ସେମାନଙ୍କ ଜାହାଜ, ବିମାନ ଇତ୍ୟାଦିକୁ ସହଜରେ ଟାର୍ଗେଟ କରିପାରିବ…

ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସହ ଚାଇଲ୍ଡ ଚ୍ୟାମ୍ପିୟନଙ୍କ ଆଲୋଚନା

ଭୁବନେଶ୍ବର : ଆନ୍ତର୍ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ସଂସ୍ଥା ସେଭ ଦି ଚିଲ୍ଡ୍ରେନ ତରଫରୁ ଭୁବନେଶ୍ବର ସ୍ଥିତ ହୋଟେଲ ପ୍ରେସିଡେନ୍ସି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି…

ଦିଲ୍ଲୀ ଏନସିଆରରେ ଝଡ ତୋଫାନ ପରେ ପ୍ରବଳ ବର୍ଷାର ଦମନ ଲୀଳା: ଉପୁଡିଲା ମହାଦ୍ରୁମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଏନସିଆରରେ ସୋମବାର ପାଣିପାଗରେ ପରିବର୍ତ୍ତନ ଆସିଛି । ସାରା ଦିନ ଖରାତାତିରେ ସିଝୁଥିବା ବେଳେ ଅପରାହ୍ନରେ ହାଲକା ବର୍ଷାର ଝଲକ ଦେଖିବାକୁ ମିଳିଛି । ସନ୍ଧ୍ୟା ଆକାଶରେ ହଠାତ…

କୁକୁର ଆକ୍ରମଣରେ ଜଣେ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର

ପ୍ରତ୍ୟେକ ଦିନ କେହି ନା କେହି କୁକୁର ଆକ୍ରମଣର ଶିକାର ହେଉଥିବାର ଦେଖିବାକୁ ମିଳିଥାଏ । କିନ୍ତୁ କୁୁକୁର ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁ ହେବାର ଆଶଙ୍କା କମ ରହିଥାଏ । କିନ୍ତୁ ଏହି ଘଟଣା ସମସ୍ତଙ୍କ ମନରେ ଭୟର ବାତାବରଣ…

ଆଉ ଜଣେ ମଡେଲଙ୍କ ମୃତ୍ୟୁ: କୋଲକାତାର ୧୮ ବର୍ଷୀୟ ସରସ୍ୱତୀଙ୍କ ଆତ୍ମହତ୍ୟା

କୋଲକାତା: କୋଲକାତାରେ ବଢି ଚାଲିଛି ଆତ୍ମହତ୍ୟା ଘଟଣା । ସେ ବି ସିନେ ଜଗତ କିମ୍ବା ମଡେଲିଂ ଜଗତର କିଛି ଜଣାଶୁଣା ଚେହେରା ନେଉଛନ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ । ଦୁଇ ସପ୍ତାହ ମଧ୍ୟରେ ଏମିତି ଚତୁର୍ଥ ଘଟଣା…

ଜୁନ ୧ରୁ ସପ୍ତାହକୁ ୪ ଦିନ କାମ କରିବେ କର୍ମଚାରୀ: ଜାଣନ୍ତୁ କେଉଁଠି ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ସପ୍ତାହକୁ ୪ ଦିନ କାମ କରିବା ଫର୍ମୁଲାକୁ ନେଇ ଅନେକ ଦେଶ ଆଲୋଚନା ଜାରି ରଖିଛନ୍ତି । ଏହାକୁ ଫୋର ଡେ ୱାର୍କ ୱିକ ବୋଲି କୁହାଯାଏ । ତେବେ ଆସନ୍ତା ଜୁନ ୧ ତାରିଖରୁ ଏହି ଫର୍ମୁଲା ଆପଣେଇବ ବ୍ରିଟେନ । ଦେଶର…

ଅଧାରୁ ଛାଡ଼ିଥିଲେ ପଢା.. ୮୪ ବର୍ଷ ବୟସରେ ହାସଲ କଲେ ଡିଗ୍ରୀ

ନୂଆଦିଲ୍ଲୀ: ପଢିବାର ବୟସ ସୀମା ନଥାଏ, ଏହା ତ ସମସ୍ତେ ଜାଣନ୍ତି । କିଛି ଶିଖିବାକୁ ଇଚ୍ଛା ଥିଲେ ମଣିଷର ବୟସ କେବେ ବାଧା ସୃଷ୍ଟି କରିପାରେ ନାହିଁ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୮୪ ବର୍ଷିୟ ମହିଳା…