Breaking News ପୁଣି ଠାବ ହେଲା ନକଲି କାରଖାନା, ରେଡ୍ କରି ଜବତ କଲା କମିଶନରେଟ ପୋଲିସ୍ Abinash Kumar Dhal May 27, 2022 କଟକ: ଜଗତପୁରରେ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି । ଶୁକ୍ରବାର ସିଏମସି, ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସର ମିଳିତ ରେଡ୍ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କମ୍ପାନୀ । ଏଠାରେ ଅନେକ ନାମୀଦାମୀ…
Featured ମାର୍ନସ ଲାବୁସେନ ପଚାରିଲେ କିଏ ଜିତିବ IPL 2022ର ଟାଇଟଲ୍ ? ୬୦ ପ୍ରତିଶତ ପ୍ରଶଂସକ ଦେଲେ ଏହି ଜବାବ Abinash Kumar Dhal May 27, 2022 ଅହମ୍ମଦାବାଦ: ଆଇପିଏଲ ହେଉଛି ଦୁନିଆର ସବୁଠୁ ଚର୍ଚ୍ଚିତ ଲିଗ୍। ଏହି କାରଣରୁ ଲିଗରୁ ବାହାରେ ବସିଥିବା ଖେଳାଳିଙ୍କ ନଜର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଉପରେ ରହିଛି। ଅଷ୍ଟ୍ରେଲିଆ କ୍ରିକେଟର ମାର୍ନସ ଲାବୁସେନ ନିକଟରେ ନିଜ…
Breaking News ଜଗଦଗୁରୁ ଶଙ୍କାରଚାର୍ଯ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ୍ ସ୍ୱାମୀ Abinash Kumar Dhal May 27, 2022 ପୁରୀ: ଜଗଦଗୁରୁ ଶଙ୍କାରଚାର୍ଯ୍ୟଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ୍ ସ୍ୱାମୀ । ଶୁକ୍ରବାର ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଲେଚନା କରିଛନ୍ତି…
Featured Qualifier 2: ଫାଇନାଲ୍ ଟିକେଟ୍ ପାଇଁ ମୁହାଁମୁହିଁ ହେବେ ରାଜସ୍ଥାନ-ବେଙ୍ଗାଲୁରୁ, ଜାଣନ୍ତୁ କାହାର ପଲ୍ଲା ଭାରି Abinash Kumar Dhal May 27, 2022 ଅହମ୍ମଦାବାଦ: ଆଇପିଏଲ ୨୦୨୨ର ଦ୍ଵିତୀୟ କ୍ଵାଲିଫାୟରରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଏହି ମୁକାବିଲା କୋଲକାତାଠୁ ୧୬୧୭ କିଲୋମିଟର ଦୂର ଅହମ୍ମଦାବାଦର ନରେନ୍ଦ୍ର…
Featured ପୁଣି ଥରେ ଗର୍ଜିବ ବୁଲଡୋଜର, ୧୮ ହଜାର ଘର-ଦୋକାନ ଉଚ୍ଛେଦ କରିବାକୁ ପ୍ରସ୍ତୁତି Abinash Kumar Dhal May 27, 2022 ନୂଆଦିଲ୍ଲୀ: ଦେଶର ରାଜଧାନୀରେ ପୁଣି ଥରେ ଗର୍ଜି ଉଠିବ ବୁଲଡୋଜର। ଦିଲ୍ଲୀ ନଗର ନିଗମ ପୂର୍ବ ଦିଲ୍ଲୀର ପ୍ରାୟ ୧୮ ହଜାରରୁ ଅଧିକ ଦୋକାନ, ଘର ଏବଂ ନିର୍ମାଣ ଉଚ୍ଛେଦ ପାଇଁ ବୁଲଡୋରର ପ୍ରସ୍ତୁତି କରୁଛନ୍ତି। ତେଣୁ…
Breaking News ଚଢ଼ାଉ ବେଳେ ପ୍ରଶାସନ ସହ ମୁହାଁମୁହିଁ ହେଲେ ଗ୍ରାମବାସୀ, ଭାଙ୍ଗିଲେ ତହସିଲ ଗାଡ଼ି Abinash Kumar Dhal May 27, 2022 ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ । ଅଭିଯୋଗ ପରେ ଗିରଫ ହେଲେ ସ୍ଥାନୀୟ ସରପଞ୍ଚ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜଲେଶ୍ୱର ତହସିଲ ଅନ୍ତର୍ଗତ ବାଲିଆପାଳ ଗାଁରେ । ମନେରେଗା କାର୍ଯ୍ୟ…
Featured ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଘରେ ପହଞ୍ଚିବାରୁ ଜୋରଦାର ସ୍ଵାଗତ, ଭିଡିଓ ଭାଇରାଲ୍ Abinash Kumar Dhal May 27, 2022 ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଶାହରୁଖ ପଠାନ ଜେଲରୁ ମୁକୁଳିବା ପରେ ତାଙ୍କୁ ଜୋରଦାର ସ୍ଵାଗତ କରାଯାଇଛି। ଏହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଶାହରୁଖ ପଠାନଙ୍କ ସମର୍ଥକ ଭିଡରେ ନାରା…
Breaking News ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟଙ୍କ ପାଇଁ ବଢ଼ିବ ଟେନସନ! ରାଜସ୍ଥାନ କଂଗ୍ରେସରେ ଜାରି ରହିଛି ଅର୍ନ୍ତକନ୍ଦଳ Abinash Kumar Dhal May 27, 2022 ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ସେପଟେ କିନ୍ତୁ ରାଜ୍ୟର କଂଗ୍ରେସରେ ଅର୍ନ୍ତକନ୍ଦଳ ଥମିବାରେ ନାଁ ନେଉନାହିଁ । ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ଜାରି…
Featured ‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଦର୍ଶନୀ ଦେଖି ହେଲେ ବିମୋହିତ Abinash Kumar Dhal May 27, 2022 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଶୁକ୍ରବାର ‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀର ଲୁପ୍ତ ଉଠାଇବା ସହ ମେକ ଇନ ଇଣ୍ଡିଆର…
Breaking News କୂଅରେ ଫସିଲା ଛୁଆ ହାତୀ, ଉଦ୍ଧାର କରିବାକୁ ବନ ବିଭାଗର ଉଦ୍ୟମ Abinash Kumar Dhal May 27, 2022 ଭଞ୍ଜନଗର: ପରିତ୍ୟକ୍ତ କୂଅରେ ଫସିଲା ହାତୀ ଛୁଆ । କନ୍ଧମାଳ କରଡ଼ା ବନାଞ୍ଚଳ ବଡ଼ ବାରଦା ରେଞ୍ଜର ପଳାସପଲ୍ଲୀଠାରେ ଏକ ପରିତ୍ୟକ୍ତ କୂଅରେ ଏକ ଛୁଆ ହାତୀ ଖସିପଡ଼ିଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ…