ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନଷ୍ଟ କରିଦିଏ ଏହି ୪ଟି କଥା: ରିଲେସନ ଭାଙ୍ଗିବା ପୂର୍ବରୁ ଜାଣି ନିଅନ୍ତୁ ସତ

ଓଡ଼ିଶା ଭାସ୍କର: ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରେମ, ବିଶ୍ୱାସ ଏବଂ ବୁଝାମଣା ଏକ ସମ୍ପର୍କକୁ ଆଗକୁ ନେବା କାମ କରିଥାଏ। ତେବେ ବିବାହ ପରେ କେବଳ ଏହି ସବୁ କାମ କରେ ନାହିଁ, ଅନେକ ଛୋଟ ଛୋଟ କଥାର ମଧ୍ୟ ଯତ୍ନ…

ଏଥର ବି ମିଳିଲାନି ସୁଯୋଗ: କେତେ ଅପେକ୍ଷା କରିବେ ସରଫରାଜଙ୍କ ସହ ଏହି ଖେଳାଳି?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ ଇଣ୍ଡିଆର ଘୋଷଣା ହୋଇ ସାରିଛି । ଟେଷ୍ଟ ଏବଂ ଦିନିକିଆ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି । ଏହାସହିତ ଭାରତୀୟ ଦଳରେ ଅନେକ ନୂଆ…

(Video) ଭାବଗ୍ରାହୀ କାଳିଆ ଠାକୁର: ଭକ୍ତଙ୍କୁ ଦର୍ଶନ ଦେବାକୁ ‘ପହଡ଼’ରୁ ବାହାରି ଆସିଲେ ଶ୍ରୀଜିଉ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଭକ୍ତବତ୍ସଳ ଭାବଗ୍ରାହୀ ବୋଲି କୁହାଯାଏ । ଭକ୍ତର ଦୁଃଖ ବୁଝିବା ପାଇଁ ବର୍ଷକୁ ଥରେ ରତ୍ନ ସିଂହାସନରୁ ଓହ୍ଲାଇ ରଥଯାତ୍ରା କରିଥାନ୍ତି ମହାବାହୁ କୋଟି ଓଡିଆଙ୍କ ମଉଡ଼ମଣୀ । ବିପଦରେ…

(Video) ସୁଆଦିଆ ଗୁପଚୁପର କଳା ରହସ୍ୟ: ‘ଟିକେ ରାଗ ଟିକେ ଲୁଣି’ ସହ କ’ଣ ମିଶୁଛି ଆଇଟମରେ?

ବଜାରରେ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ ସୁଆଦିଆ ଗୁପଚୁପ । ଟିକିଏ ରାଗ, ଟିକିଏ ଲୁଣି, ସାଙ୍ଗକୁ ଗୁପଚୁପର ଟେଷ୍ଟ ବାଟ ଚଲା ଲୋକଙ୍କୁ ପାଖକୁ ଟାଣି ଆଣେ । ଭାରତର ପ୍ରାୟ ସମସ୍ତ ଲୋକଏହି ଗୁପଚୁପ ଖାଇବାକୁ ଭଲ ପାଆନ୍ତି…

ଏଣିକି ଶସ୍ତା ବିଜୁଳି ଦେବେ କେନ୍ଦ୍ର ସରକାର: ନୂଆ ନିୟମରେ ମାତ୍ର ଏତିକି ଟଙ୍କା ଆସିବ ବିଲ!

ନୂଆଦିଲ୍ଲୀ: ବର୍ତ୍ତମାନ ବିଦ୍ୟୁତ ବିଲକୁ ନେଇ ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏବେ ଉପଭୋକ୍ତାଙ୍କୁ ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ ଏକ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏହି…

ସାବଧାନ! ପୁଣିଥରେ ଭୟଙ୍କର ରୂପରେ ଫେରୁଛି ଏହି ଭାଇରସ: ୧୩ ବର୍ଷର ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: କେରଳର କୁଟ୍ଟୀପୁରମ ଅଞ୍ଚଳରେ ପ୍ରବଳ ଜ୍ୱର ପରେ ପ୍ରାଣ ହରାଇଛି ଜଣେ ୧୩ ବର୍ଷର ଶିଶୁ । ତେବେ ଏହି ମୃତ୍ୟୁ ପରେ ଏକ ଭୟାନକ ତଥ୍ୟ ଦେଇଛନ୍ତି ମେଡିକାଲର କର୍ତ୍ତୃପକ୍ଷ । କିଛି ଦିନରୁ ଶାନ୍ତ ପଡି ଯାଇଥିବା…

ଆଶ୍ଚର୍ଯ୍ୟକର ATM ! ଗ୍ରାହକଙ୍କୁ ୫ ଗୁଣ ଅଧିକ ଟଙ୍କା ଦେଉଛି ମେସିନ, ୧୦୦୦ ମାଗିଲେ ମିଳୁଛି ୫୦୦୦

ନୂଆଦିଲ୍ଲୀ: ଦୁନିଆ ଡିଜିଟାଲ ହେବା ସହ ହ୍ରାସ ପାଉଛି ଏଟିଏମର ବ୍ୟବହାର । ବର୍ତ୍ତମାନ ଖୁବ କମ୍ ଲୋକ ଏଟିଏମରୁ ଟଙ୍କା ଉଠାଉଥିବାର ଦେଖିବାକୁ ମିଳୁଛି । ତେବେ ଗୋଟିଏ ସ୍ଥାନରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଲାଗିଛି…

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଘୋଷଣା କଲା BCCI: ଅଜିଙ୍କ୍ୟା ରାହାଣେଙ୍କୁ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ଏହି ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଦଳ ଘୋଷଣା କରିଛି । ଉଭୟ ସିରିଜରେ ଦଳର ନେତୃତ୍ୱ ପଦ ନିୟମିତ…

ବେକରେ ସାପ ଗୁଡାଇ ଶିବ ବେଶ ଧରି ନାଚୁଥିଲେ ଯୁବକ, ବିନ୍ ର ସ୍ୱର ଶୁଣି ଚୋଟ ମାରିଲା ସାପ

ମାଧେପୁରା: ଭଗବାନ ଶିବ ସର୍ବଦା ବେକରେ ବିଷଧର ସାପ ଗୁଡାଇ ହୋଇଥାନ୍ତି । ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ବାହାରିଥିବା ହଳାହଳ ବିଷ ପାନ କରିଥିବାରୁ ସେ ନୀଳକଣ୍ଠ ଭାବରେ ଜଣାଶୁଣା । କିନ୍ତୁ ଶିବଙ୍କୁ ସାପ ଚୋଟ ମାରିବା…

ରାତିରେ ଗାଢ ନିଦ ଚାହୁଁଥିଲେ ଏସିର ତାପମାତ୍ରା କେତେ ରଖିଲେ ଆପଣଙ୍କ ପାଇଁ ଭଲ ହେବ ଜାଣି ନିଅନ୍ତୁ

ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ଲାଗି ଏବେ ଘରେ ଘରେ ଏସିର ବ୍ୟବହାର କରାଯାଉଛି । ବିଶେଷକରି ରାତି ସମୟରେ ବିନା ଏସିରେ ତ ଲୋକଙ୍କୁ ନିଦ ହେଉନାହିଁ । ବାସ୍ତବରେ ରୁମ୍ ର ତାପମାତ୍ରା ଆପଣଙ୍କ ନିଦକୁ ସର୍ବାଧିକ ପ୍ରଭାବିତ…