ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ନୀତିଶ କୁମାରଙ୍କ ଆଡକୁ ମାଡି ଆସିଲା ବାଇକ୍, ସୁରକ୍ଷା ପାଇଁ ଚଢିଗଲେ ଫୁଟପାଥ୍ ଉପରେ
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁରକ୍ଷାରେ ଗୁରୁବାର ଏକ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମର୍ଣ୍ଣିଂ ୱାକ୍ ରେ ବାହାରି ଥିବା ସମୟରେ ଏକ ଅଘଟଣ ଘଟିଯାଇଛି ।…