ଜୁନରୁ ବଦଳିବ Team Indiaର ଜର୍ସି: ‘KILLER’ର ହାତ ଛାଡି ‘ADIDAS’ ସହ ଚୁକ୍ତି କଲା BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଜର୍ସିରେ ହେବ ବଡ ପରିବର୍ତ୍ତନ । ଟିମ ଇଣ୍ଡିଆର କିଟ ସ୍ପନସର କିଲର(Killer) ଏବେ ଭାରତର ହାତ ଛାଡିବାକୁ ଯାଉଛି । ଏଣିକି କିଲର(Killer) ଜାଗାରେ ଭାରତୀୟ ଦଳକୁ ସ୍ପନସର କରିବ ଆଉ…

ରାଜ୍ୟ କ୍ୟାବିନେଟରେ ନୂଆ ଦାୟିତ୍ୱ ନେଲେ ୩ ମନ୍ତ୍ରୀ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର: କ୍ୟାବିନେଟ ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ନେଇଥିବା ୩ ମନ୍ତ୍ରୀଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ନବୀନ ସରକାର । ନୂଆ କରି ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ସହରରେ ଉଠିବ ‘ଜିରୋ ଟ୍ରାଫିକ’ ନିୟମ!

ନୂଆଦିଲ୍ଲୀ: ଏଣିକି ସାଧାରଣ ଲୋକଙ୍କ ମୁଣ୍ଡରୁ ହଟିବ ଟ୍ରାଫିକ ସମସ୍ୟା । ସହରରେ 'ଜିରୋ ଟ୍ରାଫିକ' ନିୟମକୁ ପ୍ରତ୍ୟାହାର କରିବା ପାଇଁ କରାଯାଉଛି ବ୍ୟବସ୍ଥା । ଏହି ନିୟମ ଯୋଗୁଁ ଜନସାଧାରଣ ଅସୁବିଧାରେ ପଡୁଥିବାରୁ ଏଭଳି…

ନୂଆ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ-ସାରଦା-ସୁଦାମ: ମିଳିବ କି ଏହି ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନରେ ୩ ବିଧାୟକଙ୍କୁ ମିଳିଛି ରାଜ୍ୟ କ୍ୟାବିନେଟର ପାହ୍ୟା । ନୂଆ ଦାୟିତ୍ୱ ଦେଇ ଶପଥ ଗ୍ରହଣ ୩ ମନ୍ତ୍ରୀଙ୍କୁ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ପୂର୍ବତନ…

ମହାନଦୀ ପାଣିରେ ଭାସୁଛି ମୃତଦେହ: ମୃତକଙ୍କ ପରିଚୟ ଅସ୍ପଷ୍ଟ

ଆଠଗଡ: ମହାନଦୀ ପାଣିରେ ଭାସୁଛି ଅଜଣା ମୃତଦେହ । ଖୁଣ୍ଟୁଣି ଥାନା ଅନ୍ତର୍ଗତ ଅନନ୍ତପୁର ନିକଟରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ତେବେ ମୃତକଙ୍କ ପରିଚୟ ମିଳି ପାରିନଥିବା ଜଣାଯାଇଛି । ତେବେ ମୃତଦେହରେ କଳା…

ମୟୁରଭଞ୍ଜରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପାଳନ: ଜାତୀୟ ରାଜପଥ ଅବରୋଧ

ମୟୁରଭଞ୍ଜ: ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ ବିଭ୍ରାଟ ମାଲାକୁ ପୁଣିଥରେ ଉଠାଇଛି ଭାରତୀୟ ଜନତା ପାର୍ଟି । ଏହି ଘଟଣାକୁ ପ୍ରତିବାଦ କରି ଆଜି ମୟୁରଭଞ୍ଜରେ ୧୨ ଘଣ୍ଟା ପାଇଁ ବିଜେପି ବନ୍ଦ ଡାକରା ଦେଇଛି ।…

ଲଗାତାର ଦ୍ୱିତୀୟ ଶତକ ହାସଲ କଲେ ବିରାଟ: IPLରେ ସୃଷ୍ଟି ହେଲା ମହାରେକର୍ଡ

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ବିପକ୍ଷ ସିଜନର ଶେଷ ଲିଗ ମ୍ୟାଚରେ ବିଶାଳ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି । ଏହି ମ୍ୟାଚରେ ବିରାଟ କୋହଲି ହାସଲ କରିଛନ୍ତି ସିଜନର ଦ୍ୱିତୀୟ ଶତକ । ଏହି ଶତକ ସହିତ ଆଇପିଏଲ…

IPL-2023 ପ୍ଲେ-ଅଫ ପୂର୍ବରୁ ମାହିଙ୍କ ଉପରେ ଖପ୍ପା ଅଛନ୍ତି କି ଜାଡେଜା? ଟ୍ୱିଟକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇ ଚଳିତ ସିଜନର ପ୍ଲେଅଫରେ ସ୍ଥାନ ହାସଲ କରିସାରିଛି ଚେନ୍ନାଇ ସୁପର କିଙ୍ଗସ । ଶେଷ ଲିଗ ମ୍ୟାଚରେ ଏକ ବିଶାଳ ବିଜୟ ସହ ଧୋନୀବାହିନୀ ପ୍ଲେଅଫ ପାଇଁ ଟିକେଟ ହାସଲ କରିଛି ।…

ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ବାଛିଲେ ବିଜେଡି ସୁପ୍ରିମୋ: ଦେଖନ୍ତୁ କିଏ ପାଇଲେ ପଦବୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ପାଇଁ ୩ ଜଣଙ୍କ ନାମ ବାଛିଛନ୍ତି ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ କ୍ୟାବିନେଟରେ ନୂଆ ମନ୍ତ୍ରୀ ପଦବୀରେ ଦାୟିତ୍ୱ ଗ୍ରହଣ କରିବେ ବିକ୍ରମ…

୨୦୦୦ ପରେ ଏବେ ୫୦୦ ଟଙ୍କିଆ ନୋଟ୍ ଉପରେ ବଡ ଅପଡେଟ: ଜାଣି ରଖନ୍ତୁ ସମସ୍ତେ

ନୂଆଦିଲ୍ଲୀ: ଦେଶରେ ୨୦୦୦ ଟଙ୍କିଆ ନୋଟ୍ ଉପରେ ବ୍ୟାନ ଲାଗିବା ପରେ ସାଧାରଣ ଜନତା ଏବେ ଚିନ୍ତାରେ ପଡି ଯାଇଛନ୍ତି । ନୋଟ୍ ପରିବର୍ତ୍ତନ କରିବା ଚେଷ୍ଟାରେ ଲାଗିଛନ୍ତି ଦେଶବାସୀ । ଏଥିପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ମେ'…