ଡଙ୍ଗା ବୁଡି ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା: ୨୧କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

କେରଳ ଡଙ୍ଗା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ଏବେ ସୁଦ୍ଧା ୨୧ରେ ପହଞ୍ଚିଲାଣି । ଡଙ୍ଗାରେ ମୋଟ କେତେ ଜଣ ଯାତ୍ରୀ ଥଇଲେ ତାହା ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ତେବେ…

IPLରେ ଆଜି ଐତିହାସିକ ମ୍ୟାଚ: ପ୍ରଥମ ଥର ଭାଇ-ଭାଇ ଭିତରେ ମୁକାବିଲା, ଲଢିବେ ପାଣ୍ଡ୍ୟା ବ୍ରଦର୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ଯୋଡି ହେଉଛି ଇତିହାସର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ଆଜି ଚଳିତ ସିଜନର ୫୧ତମ ମ୍ୟାଚରେ ମଧ୍ୟ ଆଉ ଏକ ଇତିହାସ ଲେଖିବାକୁ ଯାଉଛି ଆଇପିଏଲ । ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ…

ଭାରତର ଏମିତି ଜାଗା, ଯେଉଠି ମହିଳାଙ୍କୁ ମିଳେନି ଏଣ୍ଟ୍ରି: କାରଣ ଖୁବ୍ ଅଜବ

ନୂଆଦିଲ୍ଲୀ: ଆଜିକାଲିର ମହିଳା ଅନେକ ଦିଗରେ ବିକାଶ କରିଛନ୍ତି । କେବଳ ବିଦେଶ ନୁହେଁ, ବରଂ ଅନ୍ତରୀକ୍ଷରେ ମଧ୍ୟ ପହଞ୍ଚିବାରେ ଦକ୍ଷ ଆଜିକାଲିର ମହିଳା । କିନ୍ତୁ ପୃଥିବୀରେ ଏମିତି କିଛିଟା ଜାଗା ରହିଛି, ଯେଉଁଠାରେ…

ବଡ ଖବର; ୭ ବର୍ଷ ପରେ ଭାରତରେ ଖେଳିବ ପାକିସ୍ତାନ! ବିଶ୍ୱକପ ପୂର୍ବରୁ ସର୍ତ୍ତ ରଖିଲେ ପିସିବି ଅଧ୍ୟକ୍ଷ

ନୂଆଦିଲ୍ଲୀ: ୭ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛି ପାକିସ୍ତାନ କ୍ରିକେଟ ଟିମ୍ । ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ନଜମ ସେଠୀ ଏଥିପାଇଁ ରାଜି ହୋଇଛନ୍ତି । ୨୦୧୬ ପରେ ଭାରତକୁ ଆସି ନାହିଁ…

ଖୁସି ଖବର; ଓଡିଶା ସରକାରଙ୍କ ନୂଆ Sofware: ଓଡିଆ ଟାଇପିଙ୍ଗ ପାଇଁ ‘ଆମ ଲିପି’ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଆ ଭାଷା ଏବଂ ଓଡିଶାବାସୀଙ୍କ ପାଇଁ ରାଜ୍ୟ ସରକାର ଆଣୁଛନ୍ତି ଏକ ଗୌରବର ମୁହୂର୍ତ୍ତ । ଏଣିକି କମ୍ପ୍ୟୁଟର ବି ବୁଝି ପାରିବ ଆମର ଓଡିଆ ଭାଷା । ଟାଇପିଙ୍ଗ ଶିଖି ନଥିବା ବ୍ୟକ୍ତି ମଧ୍ୟ ଅତି ସହଜରେ ଓଡିଆରେ…

ମେ’ ତୃତୀୟ ସପ୍ତାହରେ ଆସିପାରେ ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ବିଭାଗ ସୂଚନା

ଭୁବନେଶ୍ୱର: ମେ' ମାସର ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ଫଳାଫଳ । ଏହାପରେ ମେ' ଶେଷ ସପ୍ତାହରେ +୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି । ତେବେ ଏ ନେଇ ତାରିଖ ଘୋଷଣା ହୋଇ…

IPL-2023ରେ ଆଉ ଖେଳିବେନି ରୋହିତ ଶର୍ମା! ପ୍ଲେଅଫ୍ ପୂର୍ବରୁ ମୁମ୍ବାଇକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୩ରେ ପୁଣିଥରେ ନିଜ ଟ୍ରାକକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ପର୍ଯ୍ୟାୟରେ ବିଫଳ ହେଉଥିବା ଦଳ ବର୍ତ୍ତମାନ ବିଜୟ ଦିଗରେ ବଢି ଚାଲିଛି । କିନ୍ତୁ ଦଳ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଛି…

ରିସର୍ଚ୍ଚରୁ ଖୁଲାସା; ଫୋନରେ ଅଧିକ କଥା ହେଲେ ବଢିବ ବ୍ଲଡ-ପ୍ରେସର: ହୋଇପାରେ ଅନେକ ରୋଗ

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନ ଆମ ଜୀବନଶୈଳୀର ଏକ ପ୍ରମୁଖ ଅଙ୍ଗ ପାଲଟି ଯାଇଛି । ବିଭିନ୍ନ କାମରେ ମୋବାଇଲ ଆମକୁ ସାହାଯ୍ୟ କରୁଥିବା ବେଳେ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଏହାର ବହୁଳ ବ୍ୟବହାର…

ବନ୍ୟା ସହ ଭୟଙ୍କର ଭୂ-ସ୍ଖଳନ; ୧୭୫ ଜଣଙ୍କ ମୃତ୍ୟୁ, ଭାସିଗଲା ସ୍କୁଲ ଓ ହସ୍ପିଟାଲ

ନୂଆଦିଲ୍ଲୀ: ଭୟଙ୍କର ଭୂସ୍ଖଳନ ସାଙ୍ଗକୁ ବନ୍ୟାର ବିତ୍ପାତରେ ସାରା ସହରରେ ପ୍ରକୃତି କରୁଛି ତାଣ୍ଡବଲୀଳା । ଭାସୁଛି ସ୍କୁଲ ଘର ସାଙ୍ଗକୁ ହସ୍ପିଟାଲ । ଏପର୍ଯ୍ୟନ୍ତ ୧୭୫ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ବି…

ଝାରସୁଗୁଡା ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ: ବିଜେପି ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ’

ଝାରସୁଗୁଡା: ଝାରସୁଗୁଡା ପାଇଁ ଉପନିର୍ବାଚନର ପ୍ରଚାର ସମୟ ଶେଷ ହୋଇ ଆସୁଛି । ୮ ତରିଖରେ ଶେଷ ହେବ ନିର୍ବାଚନୀ ପ୍ରଚାର । ତେବେ ଏହାପୂର୍ବରୁ ଆଜି ଏହି ନିର୍ବାଚନରେ ହେବ ଏକ ମହାଲଢେଇ । ବିଜେଡି-ବିଜେପିର ନିର୍ବାଚନ…