କାନାଡା ରାମ ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ, କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାରତୀୟ ଦୂତାବାସ
ନୂଆଦିଲ୍ଲୀ : ପୁଣି ଥରେ କାନାଡାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଏଥର ମିସାଇସାଗାସ୍ଥିତ ରାମ ମନ୍ଦିରର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖିବାର ମାମଲା ସାମ୍ନାକୁ ଆସିଛି। ଯାହାର ଚିତ୍ର ସୋସିଆଲ…