ଲୋକଙ୍କ ଚିନ୍ତା ବଢାଇଛି ନୋରୋଭାଇରସ୍, ଜାଣନ୍ତୁ ଏହା କେତେ ଭୟାନକ ଓ କ’ଣ ଏହାର ଲକ୍ଷଣ
ନୂଆଦିଲ୍ଲୀ:ଚୀନ୍ରୁ ପୁରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ ପରେ ଏବେ ଏକ ନୂଆ ଭାଇରସ୍ ଲୋକଙ୍କୁ ପୁଣି ଚିନ୍ତାରେ ପକାଇ ଦେଇଛି । ଏହି ଭାଇରସ୍ର ନାମ ନୋରୋ ଭାଇରସ୍ । ସାଧାରଣ ଭାଷାରେ ଏହାକୁ ୱିଣ୍ଟର ଭୋମିଟିଂ…