ଫୋନରେ ପାଣି ପଶିବା ପରେ ଚାଉଳରେ ରଖୁଥିଲେ ହୁଅନ୍ତୁ ସାବଧାନ; ଏହା ପଛର କାରଣ କହିଲା ଆପଲ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ ଥରେ ଅନ୍ୟର ଜିନିଷକୁ ଅନୁସରଣ କରିବା କିମ୍ବା ପରୀକ୍ଷା ନିରୀକ୍ଷା କରିବା । ଏମିତି ଏକ ଉପାୟ ହେଉଛି ଫୋନ୍ ଓଦା ହେଲେ ଲୋକେ ଏହାକୁ ଚାଉଳରେ ଶୁଖାଇବା ପାଇଁ ରଖନ୍ତି। ତେବେ…

ଚିନି ଖାଇଲେ କେବେ ହୁଏନି ଡାଇବେଟିସ୍‌, ତେବେ ଏହା କେଉଁ କାରଣରୁ ହୋଇଥାଏ, ଡାକ୍ତର କ’ଣ କହୁଛନ୍ତି ଜାଣନ୍ତୁ

ଓଡ଼ିଶା ଭାସ୍କର: ଡାଇବେଟିସ୍ କଥା ଉଠିବା ମାତ୍ରେ ମନ ମଧ୍ୟକୁ ପ୍ରଥମ ଶବ୍ଦ ଆସିଥାଏ ଚିନି । ସାଧାରଣ ଲୋକଙ୍କ ମଧ୍ୟରେ ଏହି ଧାରଣା ରହିଛି କି ଡାଇବେଟିସ୍ ହେବାର ଅର୍ଥ ଆପଣ ଅଧିକ ଚିନି ଖାଇଛନ୍ତି । କିନ୍ତୁ ବାସ୍ତବରେ…

୩ଟି ଆକାଉଣ୍ଟରୁ ୬୫ କୋଟି ଟଙ୍କା ଉଠାଇଲା ଆୟକର ବିଭାଗ; କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଯେ ମଙ୍ଗଳବାର ଆୟକର ବିଭାଗ କଂଗ୍ରେସ, ଭାରତୀୟ ଯୁବ କଂଗ୍ରେସ ଏବଂ ଏନଏସୟୁଆଇର ଆକାଉଣ୍ଟରୁ ସରକାରଙ୍କୁ ୬୫ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବାକୁ…

ଖଣ୍ଡଗିରି ଯାତ୍ରା ମହାସମର; ପୁରୁଣା ଫର୍ମକୁ ଫେରିଲା ଗୌରୀ ଗଣନାଟ୍ୟ

ଭୁବନେଶ୍ୱର: ଦିନେ ଗୌରୀ ଗଣନାଟ୍ୟ ଖଣ୍ଡଗିରି ଯାତ୍ରା ମହାସମରରେ ଆଗରେ ରହୁଥିଲା । ଓଡ଼ିଶା ଅପେରା, ଜନତା ଗଣନାଟ୍ୟ ଓ ସାତଶଙ୍ଖ ଗଣନାଟ୍ୟ, ତୁଳସୀ ଓ ଶିବାନୀ ଭଳି ଆଗ ଧାଡ଼ି ଅପେରା ପାର୍ଟିଙ୍କ ସହ ସମକକ୍ଷ ଥିଲା । ଆଜି…

ଚଳିତ ବର୍ଷ କେତେ ରହିବ କର୍ମଚାରୀଙ୍କ ସାଲାରୀ ଇନକ୍ରିମେଣ୍ଟ, କେଉଁ ସେକ୍ଟରରେ ସବୁଠାରୁ ଅଧିକ, ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ କର୍ମଚାରୀଙ୍କ ଦରମା ପ୍ରାୟ ୯.୫% ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଏହା ୨୦୨୩ରେ ବାସ୍ତବିକ ଦରମା ବୃଦ୍ଧି ୯.୭% ଠାରୁ କିଛି କମ୍ । ଏକ ସର୍ଭେରେ ଏହି କଥା ସାମ୍ନାକୁ ଆସିଛି ।…

ସମୟ ସହ ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଓ ଶୁଭ-ଅଶୁଭ ମୁହୂର୍ତ୍ତର ସୂଚନା ଦେବ ବୈଦିକ ଘଡି, ମାର୍ଚ୍ଚ ୧ରେ ଲୋକାର୍ପଣ

ଭୋପାଳ:ମହାକାଳ ନଗରୀ ଉଜୈନରେ ବିଶ୍ୱର ପ୍ରଥମ ବୈଦିକ ଘଡି ମାର୍ଚ୍ଚ ୧ରୁ ଶୁଭାରମ୍ଭ ହେବ । ଏଥିପାଇଁ ୮୫ ଫୁଟ ଉଚ୍ଚତାର ଟାୱାର ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭର୍ଚୁଆଲ ଲୋକାର୍ପଣ କରିବେ ।…

BIG BREAKING…’ଗଗନଯାନ’ ଅଭିଯାନକୁ ନେଇ ବଡ଼ ଅପଡେଟ୍ ଦେଲା ଇସ୍ରୋ; ମଣିଷ ପଠାଇବ…

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନିଜର 'ଗଗନଯାନ' ଅଭିଯାନକୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ଇସ୍ରୋ କହିଛି ଯେ ଏହା ଏହାର ସିଇ୨୦ କ୍ରାୟୋଜେନିକ୍ ଇଞ୍ଜିନକୁ ମାନବ ରେଟିଂ ଦେଇଛି। ଅର୍ଥାତ୍ ଏବେ ଏହି…

ଭୁବନେଶ୍ୱର: ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ; ପିଟିଲେ ୩ ସିନିୟର

ଭୁବନେଶ୍ୱର: ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ । ପ୍ରଥମ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ପିଟିଲେ ୩ ସିନିୟର ଛାତ୍ରୀ । ମାଡ଼ରେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କ ହାତ ଓ ଦାନ୍ତ ଭାଙ୍ଗିଯାଇଛି । ଏ ସଂପର୍କରେ…

କଂଗ୍ରେସ ସହ ମେଣ୍ଟ ଓ ଆସନ ବୁଝାମଣା ନେଇ ସଙ୍କେତ ଦେଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: କଂଗ୍ରେସ ସହ ମେଣ୍ଟକୁ ନେଇ ମୁହଁ ଖୋଲିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସକାରାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ 'ଶେଷ ଭଲ, ସବୁକିଛି ଭଲ' । ବାସ୍ତବରେ ଅଖିଳେଶ ଯାଦବଙ୍କୁ ଯେତେବେଳେ…

ଦିଲ୍ଲୀରେ ଏକାଠି ହେଲେ ବିଶ୍ୱର ୧୨୦ ସୁନ୍ଦରୀ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଦେଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ୭୧ ତମ ବିଶ୍ୱ ସୁନ୍ଦରୀ (ମିସ୍ ୱାର୍ଲ୍ଡ) ପ୍ରତିଯୋଗିତାର ସମୟ ପାଖେଇ ଆସୁଛି । ଏଥର ଭାରତରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କ୍ରମରେ ସାରା ବିଶ୍ୱରୁ ୧୨୦ ଜଣ ପ୍ରତିଯୋଗୀ ବିଶ୍ୱ…