Big Breaking… ‘ଆସନ୍ତାକାଲି ଭାରତ ବନ୍ଦ…’ କୃଷକ ସଂଗଠନର ଡାକରାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଆସନ୍ତାକାଲି ପାଇଁ ‘ଭାରତ ବନ୍ଦ’ ଡାକରା ଦେଇଛି କୃଷକ ସଂଗଠନ । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଫେବୃାରୀ ୧୬ ତାରିଖ(ଶୁକ୍ରବାର)କୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । କୃଷକ ସଂଗଠନର ଏହି ଭାରତ ବନଦ…

ସୁଯୋଗ ମିଳିବା ମାତ୍ରେ ନିଜର ଜଲୱା ଦେଖାଇଲେ ସରଫରାଜ ଖାନ୍; ଡେବ୍ୟୁ ମ୍ୟାଚ୍‌ରେ କଲେ ଅର୍ଦ୍ଧଶତକ

ରାଜକୋଟ: ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବ୍ୟାଟ୍ସମ୍ୟାନ୍ ସରଫରାଜ ନୌଶାଦ ଖାନ୍ ପ୍ରଥମ ଇନିଂସରେ ହିଁ ନିଜର ବ୍ୟାଟିଂ ମନୋଭାବ ଦେଖାଇଛନ୍ତି। ରାଜକୋଟରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ…

T-20 ବିଶ୍ୱକପ ପାଇଁ ଭାରତ ବାଛିବ ନୂଆ କୋଚ୍? ରାହୁଲ ଦ୍ରାବିଡଙ୍କ ଭବିଷ୍ୟକୁ ନେଇ ବଡ଼ ବୟାନ

ନୂଅଦିଲ୍ଲୀ: ରାହୁଲ ଦ୍ରାବିଡଙ୍କ ଅଧୀନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ଦିନିକିଆ ବିଶ୍ୱକପରେ ଦୁର୍ଭାଗ୍ୟବଶତଃ ଆବଶ ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିଲା ଟିମ ଇଣ୍ଡିଆ । ଏହାପରେ ଦଳର ମୁଖ୍ୟ କୋଚ୍ ରାହୁଲ…

ରୋହିତଙ୍କ ପରେ ଜାଡେଜା ଶୋ’: ଆହତରୁ ଫେରି ଦମଦାର ଶତକ ହାସଲ କଲେ ରବିନ୍ଦ୍ର ଜାଡେଜା

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦମଦାର ବ୍ୟାଟିଂର ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟର । ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏକ…

ENGvsIND; ଟେଷ୍ଟ କ୍ୟାରିୟରର ୧୧ତମ ଶତକ, ୭୯ତମ ଛକା ମାରି ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଆଜି ରାଜକୋଟରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ଖେଳା ଯାଉଛି। ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା ଟେଷ୍ଟ କ୍ୟାରିୟରର ୧୧ତମ ଶତକ ହାସଲ କରିଛନ୍ତି। ଏହା ସହ ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ…

Breaking News; ଖଣ୍ଡଗିରି ଯାତ୍ରାରେ ଚାଲିବନି ଅଶ୍ଳୀଳତା: ଉତ୍ସବ ପୂର୍ବରୁ ଲାଗିଲା କଟକଣା

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । କିନ୍ତୁ ଏହି ମେଳା ପୂର୍ବରୁ ଏହାର ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଏଥରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ପ୍ରଦର୍ଶନକୁ ବାରଣ…

NH-16 ଚଣ୍ଡିଖୋଲ-ଭଦ୍ରକ ୬ଲେନ୍‌ ରାସ୍ତାର ଲୋକାର୍ପଣ ସହ ୬ହଜାର ୬୦୦କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ନୂଆଦିଲ୍ଲୀ: ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ନୀତିନ ଗଡ଼କରୀ । ୬ ହଜାର ୬୦୦ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କଲେ ନୀତିନ । ଏନଏଚ୍‌ ୧୬ ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍‌ ରାସ୍ତାର…

ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ଶୁଭାରମ୍ଭ; ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ପୁରୀ: (ଓଡ଼ିଶା ଭାସ୍କର) ରେଳ ମନ୍ତ୍ରୀଙ୍କ ଘୋଷଣା ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍‌ । ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍‌ ର ହେବ ଶୁଭାରମ୍ଭ । ଏନେଇ ପୁରୀ ମିଟିଂରେ ଘୋଷଣା କଲେ ରେଳ ମନ୍ତ୍ରୀ…

BIG BREAKING…ଗୋଷ୍ଠୀ ସଂଘର୍ଷରୁ ତୁମୁଳ କାଣ୍ଡ; ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ କଲେ ହତ୍ୟା

ଆଠଗଡ଼: ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ତୁମୁଳ କାଣ୍ଡ । ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତା ଓ କମେଣ୍ଟ ମରାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆକ୍ରମଣ…

ପ୍ରକୃତ ଭଲ ପାଇବା ଓ ପ୍ରେମର ପରିଭାଷାକୁ ପରିପ୍ରକାଶ କରିବା ସାରା ଜୀବନ ବି କମ ପଡ଼ିଥାଏ

ଓଡ଼ିଶା ଭାସ୍କର: ପ୍ରେମ କେବେ ଜାତି, ଧର୍ମ ଓ ବର୍ଣ୍ଣର ବାଛ ବିଚାର ରଖେ ନାହିଁ । ଏହା କେତେବେଳେ , କିପରି ଓ କାହା ସହ ହୋଇଥାଏ ତାହା ମଧ୍ୟ କାହାକୁ ଜଣାନାହିଁ । ପ୍ରେମର ଅନେକ ଅର୍ଥ ରହିଛି ଆଉ ତାକୁ ଯିଏ ଯେଉଁ…