Big Breaking… ଭାରତକୁ ‘ଫାଇନାଲ’ ଟାର୍ଗେଟ: ବିଶ୍ୱକପ୍ ଟ୍ରଫିରୁ ୨୫୪ ରନ୍ ଦୂରରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଅଣ୍ଡର-୧୯ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ବିଜୟ ଲକ୍ଷ୍ୟ ଦେଇଛି । ଭାରତର ଦମଦାର ବୋଲିଂ ପରେ ମଧ୍ୟ ହରଜାସ…

BIG BREAKING: ରାସ୍ତାରେ ଓଲଟି ପଡିିଲା ଯାତ୍ରିବାହୀ ବସ୍‌, ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ..

ଭୁବନେଶ୍ୱର: ରାଉରକେଲାରେ ଏବେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛିି । ଏଠାରେ ବସ୍ ଓଲଟି ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଘଟିଛି ଏହି ଦୁର୍ଘଟଣା ।…

ପ୍ରେମ, ବିବାହ ଆଉ ଅଚାନକ ବିଚ୍ଛେଦ; ଲଭ୍ ମ୍ୟାରେଜ୍‌ରେ କାହିଁକି ବଢୁଛି ଡିଭୋର୍ସ, କ’ଣ ରହିଛି କାଉନସେଲରଙ୍କ ରାୟ

ନୂଆଦିଲ୍ଲୀ: ଦୁଇ ମନ ଓ ଶରୀରର ମିଳନକୁ ବିବାହ ହିଁ ସ୍ୱୀକୃତି ଦେଇଥାଏ । ବିବାହ କେବଳ ୨ ଜଣଙ୍କୁ ଏକ ବନ୍ଧନରେ ବାନ୍ଧି ନ ଥାଏ ବରଂ ଦୁଇ ପରିବାରକୁ ବି ଏକ ସଂପର୍କର ଡୋରିରେ ବାନ୍ଧିଥାଏ । ଏଣୁ ସମସ୍ତେ ଜୀବନରେ ଏକ…

(Video) ମାତିଛନ୍ତି ଚିକେନ ଲୁଟେରା… ସୁନା ଗହଣା ଛାଡ଼ି ୧ ଲକ୍ଷ କେଜି ଚିକେନ୍ ଲୁଟିନେଲେ ଦୁର୍ବୃତ୍ତ: ଚର୍ଚ୍ଚାରେ ମାମଲା

ଓଡ଼ିଶା ଭାସ୍କର: ସୁନା ରୂପା ଟଙ୍କା ପଇସା ବା କୌଣସି ଦାମୀ ଜିନିଷ ଚୋରି ହେବା ସାଧାରଣ କଥା । କିନ୍ତୁ ଏସବୁକୁ ଛାଡ଼ି ଏବେ ଚୋରଙ୍କ ନଜର ରହିଛି ଚିକେନ୍ ଉପରେ । ସୁନାଗହଣା ଇତ୍ୟାଦି ଛାଡ଼ି ଚିକେନ୍ ଚୋରି କରିନେଇଥିବା ଏକ…

କୋହଲି-ଶ୍ରେୟସ ପରେ ବାଦ୍ ପଡ଼ିବେ ଷ୍ଟାର ବୋଲର! ଟିମ ଇଣ୍ଡିଆକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆସନ୍ତା ୧୫ ତରିଖରେ ଗୁଜୁରାଟ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ବିରାଟ କୋହଲିଙ୍କ ସହିତ ଷ୍ଟାର ବ୍ୟାଟର…

ସିବିଏସ୍‌ଇର ନୂଆ ନିୟମ, ଡାଇବେଟିସ୍ କିମ୍ବା ଅନ୍ୟ ରୋଗରେ ପୀଡିତ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ଥିଓରୀ ପରୀକ୍ଷା ୧୫ ଫେବୃୟାରୀରୁ ଆରମ୍ଭ ହେଉଥିବା ବେଳେ ଏପ୍ରିଲ ୧୦, ୨୦୨୪ରେ ଶେଷ ହେବ । ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଯଦି ଡାଇବେଟିସ୍ କିମ୍ବା କୌଣସି…

ପ୍ରଥମ ଥର ଲାଗିି CRPF, BSF , CISF ପରୀକ୍ଷା ୧୩ ଆଞ୍ଚଳିକ ଭାଷାରେ ହେବ ଅନୁଷ୍ଠିତ, ଦେଶର ଲକ୍ଷ ଲକ୍ଷ ଯୁବକ ପାଇବେ ସୁଯୋଗ

ନୂଆଦିଲ୍ଲୀ: ଗୃହବିଭାଗ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦେଶର ୧୨୮ ସହରରେ ଏଥର ପ୍ରାୟ ୪୮ ଲକ୍ଷ ପ୍ରାର୍ଥୀ କନଷ୍ଟେବଲ ପରୀକ୍ଷା ଦେବାକୁ ଯାଉଛନ୍ତି । ଗତ ବର୍ଷ ଏପ୍ରିଲ ମାସରେ ଘୋଷଣା ହୋଇଛି କି ଏଥିପାଇଁ…

ଭୋଟ ପାଇଁ ସ୍କୁଲ ପିଲାଙ୍କୁ ଏପରି ଧମକ ଦେଲେ ବିଧାୟକ, ଭିଡିଓ ଭାଇରାଲ ହେବା ପରେ ବଢିଲା ବିବାଦ

ମୁମ୍ବାଇ: ଏକନାଥ ସିନ୍ଦେ ନେତୃତ୍ୱ ବିଶିଷ୍ଟ ଶିବସେନାର ଜଣେ ବିଧାୟକ ସନ୍ତୋଷ ବାଙ୍ଗର ସ୍କୁଲ ପିଲାମାନଙ୍କୁ ଏପରି ଧମକ ଦେଇ ବିବାଦ ମଧ୍ୟକୁ ଆସିଛନ୍ତି । ସେ ପିଲାଙ୍କୁ ଧମକ ଦେଇ କହିଛନ୍ତି ଯଦି ତୁମର ମା’ବାପା ମୋତେ…

(Video)ସରକାରୀ ହସ୍ପିଟାଲ ମଧ୍ୟରେ ପ୍ରି-ୱେଡିଂ ଫଟୋଶୁଟ୍ କଲେ ଡାକ୍ତର, ଭିଡିଓ ଭାଇରାଲ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜିକାଲି ବିବାହ ପୂର୍ବରୁ ପ୍ରିୱେଡିଂ ଫଟୋଶୁଟ୍ କରିବା ଏକ ଟ୍ରେଣ୍ଡ ପାଲଟିଗଲାଣି । ତେବେ ଏହି ଫଟୋଶୁଟ୍‌କୁ ସମସ୍ତଙ୍କ ଠାରୁ କିଛି ଅଲଗା କରିବା ପାଇଁ ଲୋକମାନେ ଆଜିକାଲି ସବୁ ସୀମା ଟପିଯାଉଛନ୍ତି । ଏପରି…

ଏମିତି କେମିତି ହେଲା: ଛୁଆକୁ ଶୁଆଇବାକୁ ଯାଇ Microwave-Oven ଭିତରେ ରଖିଦେଲା ମା’, ଆଉ ତା’ପରେ..

ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱରେ ବିଭିନ୍ନ ସମୟରେ ଏପରି ଘଟଣାମାନ ଘଟିଥାଏ ଯାହା ବହୁତ ଅଜବ ହେବା ସହ ଆଘାତଦାୟକ ବି ହୋଇଥାଏ । ଏପରି ଏକ ମାମଲା ଏବେ ଆମେରିକାର ମିଜୁରୀ ନାମକ ସହରରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ମା’…