ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଅତିଥି ହେବେ ଝୁମ୍ପୁଡି ବସ୍ତିର ଏହି ଦୁଇ ବାଳକ ,ଜାଣନ୍ତୁ ସେମାନଙ୍କ ପ୍ରତିଭା
ନୂଆଦିଲ୍ଲୀ:ବିହାର ଝୁମ୍ପୁଡି ବସ୍ତିର ଦୁଇ ବାଳକ ରାଷ୍ଟ୍ରୀୟ ପୁରସ୍କାର ଜିତିଛନ୍ତି । ସେ ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଅତିଥି ପାଲଟିବେ । ଦୁଇ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…