ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍ଗା ବିବାଦକୁ ନେଇ କ’ଣ କହିଲେ ହେମା ମାଳିନୀ ?

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି-ସାହି ଇଦ୍ଗାହ ବିବାଦରେ ସର୍ଭେ କରିବାକୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍ଗାହ…

(Video) ଅଯୋଧ୍ୟା ରାମ ମନ୍ଦିରରେ ବୋମା… ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଲିସକୁ ମିଳିଲା ଏମିତି ଖବର

ନୂଆଦିଲ୍ଲୀ: ବର୍ତ୍ତମାନ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ରାମଭକ୍ତିରେ ଲୀନ ହୋଇଯାଇଛି । ସବୁ ଗଳିକନ୍ଦିରେ ପ୍ରକମ୍ପିତ ହୋଇ ଉଠୁଛି ଜୟ ଶ୍ରୀରାମ ଧ୍ୱନୀ । କିନ୍ତୁ ଏହି ପବିତ୍ର…

ୟୁପି-ବିହାର ଭଳି ଘଟଣା ଓଡ଼ିଶାରେ; ଥାନାରେ ମାମଲା ପରେ ବି ଚୋରକୁ ଗିରଫ କଲାନି ପୋଲିସ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଘର ଭିତରୁ ଚୋରି ହେଲା । ଥାନାରେ ମାମଲା ରୁଜୁ ହେଲା । ଚୋରି ଆଉ ଚୋରର ଭିଜୁଆଲ CCTV ରେ କଏଦ ହେଲା । ହେଲେ ପୋଲିସ ଚୋରକୁ ଗିରଫ କଲା ନାହିଁ । ଚୋରିର ମାସେ ପରେ ଚୋରକୁ ସେହି ଅଞ୍ଚଳରେ…

Big Breaking; କୂଅ ଭିତରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର: ଜଣେ ପୁଅ ଆଉ ଜଣେ ଝିଅ

ଅନୁଗୁଳ: ଅନୁଗୁଳର ବନ୍ତଳା ଥାନା ବସଲା ଗାଁ ମୁଣ୍ଡାଢିପ ସାହିରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା । ଏକ କୂଅ ଭିତରୁ ଉଦ୍ଧାର ହୋଇଛି ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ । ନିଜ ଘର ପଛପଟୁ ଉଭୟଙ୍କ ମୃତଦେହ ଉଦ୍ଧାର…

ବଡ଼ ଖବର; ସିଂହଦ୍ୱାର ପାଖରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଶ୍ରୀମନ୍ଦିର ପ୍ରରିକ୍ରମା ପକଳ୍ପରେ ବଡ଼ ଅଘଟଣ

ପୁରୀ: ଆଜି ପୁରୀ ଶ୍ରୀକ୍ଷେତ୍ରରେ ବହୁ ଆଡ଼ମ୍ବରରେ ଚାଲିଛି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । କିନ୍ତୁ ଏହି ପ୍ରକଳ୍ପର ଲୋକାର୍ପଣ ପରେ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଏକ ବଡ଼ ଅଘଟଣ ଘଟିଯାଇଛି । ସିଂହଦ୍ୱାର…

Big Breaking; ରୋହିତଙ୍କ ବିସ୍ଫୋରକ ଶତକ: ବିଶ୍ୱକପ୍ ପୂର୍ବରୁ ସବୁ ଦଳକୁ ଚେତାବନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ବିସ୍ପୋରକ ଶତକ ହାସଲ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ୧୪ ମାସ ପରେ କମବ୍ୟାକ କରି ଏହି ଶତକ ଅର୍ଜନ କରିଛନ୍ତି ରୋହିତ । ଏହି ଶତକ ସହ…

ବିଶ୍ୱ ଚେସ୍ ରାଙ୍କିଙ୍ଗରେ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: କ୍ଲାସିକ୍ ବର୍ଗରେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲିରେନ୍ ଙ୍କୁ ପରାସ୍ତ କରି ଫିଡେ ମାନ୍ୟତାରେ ଅଭିଜ୍ଞ ବିଶ୍ବନାଥନ ଆନନ୍ଦଙ୍କୁ ପଛରେ ପକାଇ ଛନ୍ତି ଭାରତର ଚେସ୍ ଖେଳାଳି ଆର୍ ପ୍ରଜ୍ଞାନନ୍ଦ । ନେଦରଲାଣ୍ଡରେ…

Big Breaking; ଗୁଡ଼ି ଦୋକାନୀ ସାବଧାନ! ପଡ଼ିବ ରେଡ୍, ପ୍ରଶାସନ ନେବ କଡ଼ା ପଦକ୍ଷେପ

ବାଲେଶ୍ୱର: ପୁଣିଥରେ ଗୁଡ଼ି ସୂତାକୁ ନେଇ ଦେଖାଯାଇଛି ଭୟଙ୍କର ପରିଣାମ । ଗୁଡ଼ି ସୂତା ଲାଗି ୨ ଜଣ ଗୁରୁତର ହେବା ପରେ ପ୍ରଶାସନ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ଗୁଡ଼ି ଦୋକାନ ଉପରେ ଚଢାଉ କରିବା ପାଇଁ ଜିଲ୍ଲାପାଳ…

(Video) ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା, ମନ୍ଦିରରେ ପୋଛା ମାରୁଛନ୍ତି: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୨୦୧୧ ବିଶ୍ୱ ଚମ୍ପିଆନ୍ ଟିମ ଇଣ୍ଡିଆର ଅଧିକାଂଶ କ୍ରିକେଟର ବର୍ତ୍ତମାନ ଅବସର ଗ୍ରହଣ କରି ସାରିଛନ୍ତି । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ…

ଜାନୁଆରୀ ୨୨ରେ ଅଯୋଧ୍ୟା ଯିବା ପ୍ରଶ୍ନରେ ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । "୨୨ ତାରିଖରେ ମନ୍ଦିର ଉଦଘାଟନ ହେବ,…