ଖେଳ ପ୍ରତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଜମ୍ମୁ-କଶ୍ମୀର ପାରା କ୍ରିକେଟ ଅଧିନାୟକ

ଜମ୍ମୁ: ୱାଘାମା ଗ୍ରାମର ୩୪ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର ଅମୀର ହୁସେନ ଲୋନ ଜମ୍ମୁ-କଶ୍ମୀରର ପାରା କ୍ରିକେଟ ଦଳର ଅଧିନାୟକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୩ମସିହାରେ ଜଣେ ଶିକ୍ଷକ ତାଙ୍କ ପ୍ରତିଭା କୁ ଆବିଷ୍କାର କରି…

(Video) ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ; ୯୨ବର୍ଷ ବୟସରେ ସାଢ଼େ ୪ଘଣ୍ଟା ଛିଡ଼ା ହୋଇ ଲଢ଼ିଥିଲେ କେସ୍

ଓଡ଼ିଶା ଭାସ୍କର: ରାମ ମନ୍ଦିର କେସ ଜିତାଇଥିବା ଇଏ ସେହି ମହାନ ଓକିଲ, ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ । ୯୨ ବର୍ଷରେ ସାଢ଼େ ୪ ଘଣ୍ଟା କାଳ ଛିଡ଼ା ହୋଇ ଲଢ଼ିଥିଲେ କେସ। ଭଗବାନ ରାମ ହେଉଛନ୍ତି ମୋ କ୍ଲାଇଣ୍ଟ । ମୁଁ…

ଏଥର ଶୁଭ ଯୋଗରେ ପଡୁଛି ମକର ସଂକ୍ରାନ୍ତି; କରନ୍ତୁ ଏହି ଗୋଟିିଏ କାମ, ବର୍ଷ ସାରା ରହିବନି ଧନର ଅଭାବ

ଓଡ଼ିଶା ଭାସ୍କର:ଆସନ୍ତା ୧୫ ତାରିଖରେ ପଡୁଛି ମକର ସଂକ୍ରାନ୍ତି ପର୍ବ । ଏହିଦିନ ସୂର୍ଯ୍ୟଙ୍କ ଗତି ବଦଳିଥାଏ । ଏହିଦିନ ସୂର୍ଯ୍ୟ ଧନୁରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି କାରଣରୁ ଏହାକୁ ମକର ସଂକ୍ରାନ୍ତି…

OMG ! ଏହି ଛୋଟ ଦେଶରେ ଜଣେ ବ୍ୟକ୍ତି ଖାଇଥାଏ ୨୦୦କିଲୋ ଆଳୁ

ନୂଆଦିଲ୍ଲୀ: ଆମ ଦେଶରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଥାଏ । କିନ୍ତୁ ବହୁ ସମୟରେ ଆମକୁ ଆଳୁ ଖାଇ ଖାଇ ବିରକ୍ତି ବି ଲାଗିଥାଏ । ଏହା ବ୍ୟତିତ ଆଜିକାଲି ମଧୁମେହ ରୋଗ ବଢୁଥିବାରୁ ଲୋକମାନେ ଆଳୁ ଖାଇବା କମାଇ ବି…

ରାମ ମନ୍ଦିର ମଡେଲର; ୫୦ ହଜାର କୋଟି ବ୍ୟବସାୟ, ୫ ହଜାର ମହିଳାଙ୍କୁ ଦେଇଛି ରୋଜଗାର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ରାମ ମନ୍ଦିର ପାଇଁ ଅନେକ ବ୍ୟବସାୟୀଙ୍କୁ ଏକ ବଡ଼ ସୁଯୋଗ ଦେଇଛି।…

ଜାଣିଛନ୍ତି କି ମର୍ତ୍ତ୍ୟରେ କେଉଁଠି ରହିଛି ‘ସ୍ୱର୍ଗର ମନ୍ଦିର’, ପ୍ରଧାନମନ୍ତ୍ରୀ ମୋଦୀ ବି କରିଛନ୍ତି ଦର୍ଶନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ଭବ୍ୟ ମନ୍ଦିର ୨୨ ଜାନୁୟାରୀରେ ଉଦଘାଟନ ହେବାକୁ ଯାଉଛି । ପୁରା ଭାରତ ଏହି ଉତ୍ସବରେ ସାମିଲ ହେବାକୁ ଉତ୍ସାହର ସହ ଚାହିଁ ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ଠାରୁ…

ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଦୁଷ୍କର୍ମ କଲା ଆତ୍ମଘୋଷିତ ଜ୍ୟୋତିଷ

ଭୁବନେଶ୍ୱର: ନିଃସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ, ଗରିବ ଥିଲେ ଧନ ସମ୍ପତ୍ତି ପ୍ରାପ୍ତ ହେବ ଓ ସବୁ ଦୁଃଖ ଦୁର୍ଦ୍ଦଶା ବି ଦୂର ହୋଇଯିବା ନେଇ ସୋସିଆଲ ମିଡିଆରେ ପ୍ରତିକାର କହୁଥିଲେ । ରିଲ୍ସ ମାଧ୍ୟମରେ ଜଣେ ଠକ…

ଏହା କ’ଣ ଏକ ସମଲିଙ୍ଗୀ ଯୋଡି ମାମଲା କି? ଉତ୍ତର ହଁ ଆସିବା ପରେ ରାଗିଯାଇ ଏପରି କଲେ ଜଜ୍‌

ନୂଆଦିଲ୍ଲୀ: ଆମ ଦେଶରେ ବହୁ କୋର୍ଟ କଚେରୀ ରହିଛି ଯେଉଁଠି ଦୈନିକ ବହୁ ମାମଲାର ଶୁଣାଣୀ କରାଯାଉଛି । ଏହି ଶୁଣାଣୀ ସମୟରେ ଏପରି କିଛି ଜିନିଷ ସାମ୍ନାକୁ ଆସିଥାଏ ଯାହା ଚର୍ଚ୍ଚାର ବିଷୟ ପାଲଟିଯାଏ । ଏହି କ୍ରମରେ ପଞ୍ଜାବ…

(video)କାଲାରାମ ମନ୍ଦିରରୁ ଭାଇରାଲ ହେଉଛି ଏକ ଭିଡିଓ, ମନ୍ଦିର ପରିସରରେ ପୋଛା ଲଗାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ଆଜି ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ଏମଟିଏଚଏଲ୍ (ଅଟଳ ସେତୁ)ର ଉଦଘାଟନ କରିବେ । ସୂଚନା ଅନୁସାରେ ଏହା ସମୁଦ୍ର ଉପରେ ଦେଶର…

ଗୋଲ୍ ଗୋଲ୍ ଅକ୍ଷରରେ ଔଷଧ ଚିଠା ଲେଖିବେ ଡାକ୍ତର; ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏଣିକି ଡାକ୍ତରମାନେ ଔଷଧ ଚିଠାରେ ଗୋଲ୍ ଗୋଲ୍ ଲେଖିବେ । ଔଷଧ ଚିଠାରେ ଆଉ ଆଗ ଭଳି କଟାଛଟା ଆକ୍ଷରରେ ଲେଖିପାରିବେନି ଡାକ୍ତର । ସେଥିଲାଗି ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ…