(Video) MS Dhoni ଆରମ୍ଭ କଲେ Mission ’24: IPL-2024 ପାଇଁ ଏବେଠୁ ଅଭ୍ୟାସ କରୁଛନ୍ତି ଧୋନୀ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ସିଜନ କ୍ୟାପଟେନ କୁଲ ମାହିଙ୍କ ଶେଷ ସିଜନ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଆଇପିଏଲ-୨୦୨କୁ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ତେବେ…

ଲିିଫ୍ଟରେ ଫଶିଗଲେ ୬୦ ବର୍ଷୀୟା ମୂକ ବଧିର ମହିଳା, କିପରି ବଞ୍ଚାଇଲେ ଜୀବନ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ଲିଫ୍ଟରେ ଫସି ରହିଥିବା ନଜର ଆସୁଛନ୍ତି । ସବୁଠାରୁ ବଡ କଥା ହେଉଛି ସେହି ମହିଳା କଥା କହି ପାରୁନାହାନ୍ତି…

ଯୁବତୀ ଅଧରାତିରେ ୭୧ ବର୍ଷୀୟ ଡାକ୍ତରଙ୍କୁ କଲେ ନ୍ୟୁଡ୍ କଲ୍‌, ତା’ପରେ ଘଟିଲା ଏପରି କିଛି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସେକ୍ସଟର୍ସନ ଗ୍ୟାଙ୍ଗ ୭୧ ବର୍ଷୀୟ ଜଣେ ଡାକ୍ତରଙ୍କୁ ନିଜର ଶିକାର ବନାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ପୀଡିତଙ୍କ ଅଭିଯୋଗ ପରେ ପୋଲିସ ଏଫଆଇଆର୍ ରୁଜୁ କରି ଦୋଷୀଙ୍କୁ…

ଦୁର୍ଘଟଣା ସମୟରେ ତୁରନ୍ତ କରନ୍ତୁ First aid , ସର୍ବପ୍ରଥମେ ଏହି ଅଂଶର କରନ୍ତୁ ଚିକିତ୍ସା

ନୂଆଦିଲ୍ଲୀ: ଭାରତରେ ସଡକ ଦୁର୍ଘଟଣା ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ କଥା କେବଳ ସଡକ ନିୟମ ଅନୁସରଣ କରିବାକୁ ନେଇ ନୁହେଁ ବରଂ ଲୋକଙ୍କ ମଧ୍ୟରେ ଦୁର୍ଘଟଣା ପରେ ପ୍ରାଥମିକ ଉପଚାର ସଂପର୍କିତ…

ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଗୁଇନ୍ଦା ସଂସ୍ଥା ଜାରି କଲା ଆଲର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁୟାରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମ ଉପରେ ଆତଙ୍କବାଦୀଙ୍କ ନଜର ପଡିଛି । ଏଥିପାଇଁ ଗୁଇନ୍ଦା ସଂସ୍ଥା ସତର୍କତା ଜାରି କରି କହିଛି କାର୍ଯ୍ୟକ୍ରମରେ ସାମିଲ…

(video)ଯେତେବେଳେ ଏୟାରପୋର୍ଟରେ ଅଚାନକ ପହଞ୍ଚିଗଲେ ରାମ, ଲକ୍ଷ୍ମଣ ଓ ସୀତା; ଗୁଞ୍ଜରିତ ହେଲା ଜୟଶ୍ରୀରାମ ନାରା, ଭାଇରାଲ ହେଉଛି ଭିଡିଓ

ଅହମ୍ମଦାବାଦ:୨୨ଜାନୁୟାରୀରେ ଆଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦେଖି ହିନ୍ଦୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଇଛି । ଏହି ଶୁଭ ମୁହୂର୍ତ୍ତରେ ରାମ ମନ୍ଦିର ଉଦଘାଟନରେ ସାମିଲ…

(Video) ‘ମୁଁ ମୁସଲମାନ ସତ କିନ୍ତୁ ରାମ ଭକ୍ତ, ମୋ ନାଁରେ ହିଁ ରହିଛନ୍ତି ପ୍ରଭୁ ଶ୍ରୀରାମ’

ଓଡ଼ିଶା ଭାସ୍କର: ମୁସଲମାନ ଅଭିନେତା କହିଲେ ମୋ ନାଁରେ ରହିଛି ରାମ । ମୁଁ ମୁସଲମାନ ସତ କିନ୍ତୁ ରାମ ଭକ୍ତ, ମୋ ନାଁରେ ହିଁ ରହିଛନ୍ତି ପ୍ରଭୁ ଶ୍ରୀରାମ । ମୁଁ ହିନ୍ଦୀ ସିନେମାରେ ଖଳ ନାୟକ । କିନ୍ତୁ ପ୍ରକୃତରେ ଜଣେ…

ରାମମନ୍ଦିର ନିମନ୍ତ୍ରଣକୁ କଂଗ୍ରେସ ମନା କରିବା ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ଅଂଶଗ୍ରହଣ ନ କରିବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିକ୍ରିୟା ଆସିଛି । ଅନୁରାଗ ଠାକୁର କହିଛନ୍ତି ଯେ ଏଥିରେ…

‘ଆଳି’ ରାଜମାତା ତଥା ପୂର୍ବତନ ବିଧାୟିକା-ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କର ପରଲୋକ

ଆଳି: (ଓଡ଼ିଶା ଭାସ୍କର) ଆଳିର ରାଜମାତା ସୁଶ୍ରୀ ଦେବୀ ତଥା ପୂର୍ବତନ ବିଧାୟିକା ଓ ରାଜ୍ୟସଭା  ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା'ଙ୍କ ଆଜି କଟକ ମେଡିକାଲ୍ ରେ ଦେହାନ୍ତ ହେଇଛି । ସୁଚନା ଅନୁଯାୟୀ ସେ ୮୦…

ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ; ମିଳିଲା ୧ଲକ୍ଷ ଟଙ୍କା

ଓଡ଼ିଶା ଭାସ୍କର: ଓଊ ବ୍ଲାଷ୍ଟରେ ମହିଳା ମାଓବାଦୀ ମିଳିଲା ୧ ଲକ୍ଷ ଟଙ୍କା। ଆଇଡି ବ୍ଲାଷ୍ଟରେ ବି ସାମିଲ ଥିଲେ ଏହି ମହିଳା ମାଓବାଦୀ । ଶେଷରେ ଆଜି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ହଁ…