୨୫୦ରୁ ଅଧିକ ପଦରେ LIC ଦେବ ନିଯୁକ୍ତି, ଜାଣନ୍ତୁ ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ
ନୂଆଦିଲ୍ଲୀ: ସରକାରୀ କମ୍ପାନୀରେ କାମ କରିବାକୁ ଇଚ୍ଛା ରଖିଥିଲେ ଏହି ଖବର ଏବେ ଆପଣଙ୍କ କାମରେ ଆସିବ । ଏଲ୍ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ ଆପ୍ରେନଟାଇସ୍ ପଦରେ ନିଯୁକ୍ତି ଲାଗି ଆବେଦନ ଆହ୍ୱାନ କରିଛି । ଯେଉଁମାନେ…