ଏହି କଲେଜର ଅଧ୍ୟକ୍ଷ ହେଉଛନ୍ତି ପ୍ରଭୁ ହନୁମାନ, କଲେଜ ସଂପର୍କିତ ସବୁ ମାମଲାରେ ସେ ନିଅନ୍ତି ନିଷ୍ପତ୍ତି
ଲକ୍ଷ୍ନୌ: କଥାଟି ଆପଣଙ୍କୁ ନିଶ୍ଚୟ ଖଟକା ଲାଗିବ । ବଜରଙ୍ଗ ବାଲି ହନୁମାନଙ୍କ ଶ୍ରୀରାମ ଭକ୍ତି ବିଷୟରେ ସମସ୍ତେ ଭଲ ଭାବରେ ଅବଗତ । ଯେପରି ସେ ଶ୍ରେଷ୍ଠ ରାମ ଭକ୍ତ ଥିଲେ ସେହିପରି ତାଙ୍କର ବି ବହୁ ସଂଖ୍ୟାରେ ଭକ୍ତ…