ଆଇଡ୍ରପ୍ ବ୍ୟବହାର ପୂର୍ବରୁ ଜାଣିନିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା, ଅନ୍ୟଥା ଆଖିକୁ ପହଞ୍ଚିପାରେ ବଡ କ୍ଷତି
ନୂଆଦିଲ୍ଲୀ: ଆଜିକାଲି ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି । ଏହି କାରଣରୁ ଆଖିରେ ବି ବିଭିନ୍ନ ପ୍ରକାର ସମସ୍ୟା ବଢିବାରେ ଲାଗିଛି । ଏହା ସହିତ ମୋବାଇଲ୍ ଓ ଟିଭି ଅଧିକ ସମୟ ଦେଖିବା ଦ୍ୱାରା ମଧ୍ୟ ଆମ ଆଖିର…