ଜେସ୍ଟେଷନାଲ ଡାଇବେଟିସ୍ ହୋଇଥିଲେ ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ ଏହି ଖାଦ୍ୟ
ମହିଳାମାନଙ୍କୁ ଗର୍ଭଧାରଣ ସମୟରେ ନିଜ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବା ଉଚିତ । ଏହି ସମୟରେ ପ୍ରାୟତଃ ସେମାନଙ୍କ ମୁଡ଼୍ ସ୍ୱିଙ୍ଗ୍ ହୋଇଥାଏ । ସେମାନଙ୍କୁ କେତେବେଳେ ଖଟା, ମିଠା, ଚଟପଟା, ଚକଲେଟ୍, ଆଇସକ୍ରୀମ୍ ଇତ୍ୟାଦି…