୧୨ଡିସେମ୍ବରରେ ଆକାଶରୁ ହଠାତ୍ ଗାଏବ ହୋଇଯିବ ସବୁଠାରୁ ଉଜ୍ଜ୍ୱଳ ତାରା, ଜାଣନ୍ତୁ କିପରି ଦେଖିବେ ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ: ମହାକାଶରେ ନଜର ଆସୁଥିବା ସବୁଠାରୁ ଉଜ୍ଜ୍ୱଳ ତାରା ହେଉଛି ବେଟେଲଗୁସ୍ । ଡିସେମ୍ବର ୧୨ରେ ସବୁଠାରୁ ଅଧିକ ଚମକୁଥିବା ଏହି ତାରା ୧୨ ସେକେଣ୍ଡ ଲାଗି ଆକାଶାରୁ ଗାଏବ ହୋଇଯିବ । ଏହାର କାରଣ ହେଉଛି ଏକ…

ଆଦାନୀ ଗ୍ରୁପ୍ ନିର୍ମାଣ କରୁଛି ବିଶ୍ୱର ସବୁଠାରୁ ବୃହତ୍ତ ଗ୍ରୀନ୍ ଏନର୍ଜି ପାର୍କ , ନିଜ X ଆକାଉଣ୍ଟରେ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଶୁକ୍ରବାର ଏକ ବଡ ଘୋଷଣାକ୍ରମରେ କହିଛନ୍ତି କି ୨୦୨୫ ସୁଦ୍ଧା ଆଦାନୀ ଗ୍ରୁପ୍‌ର ସମସ୍ତ ପୋର୍ଟ ଅପରେସନ୍ କାର୍ବନ ନିରପେକ୍ଷ ହେବ । ନେଟ୍ ଜିରୋ ପୋର୍ଟ ଅପରେସନ୍ ଲାଗି…

ପ୍ରଥମ ଥର ବିଦେଶରେ ହେବାକୁ ଯାଉଛି ଆଇପିଏଲ୍ ପାଇଁ ନିଲାମ, କେଉଁଠାରେ ଓ କିପରି ଏହା ଦେଖିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ନିଲାମୀର ଆୟୋଜନ ପ୍ରଥମ ଥର ଭାରତ ବାହାରେ ହେବାକୁ ଯାଉଛି । ୧୯ ଡିସେମ୍ବରରେ ଏହି ନିଲାମୀ ପ୍ରକ୍ରିୟାର ଆୟୋଜନ ଦୁବାଇର କୋକାକୋଲା ଏରିନାରେ ହେବ । ନିଲାମୀ ପାଇଁ ଏଥର ୧୧୬୬ ଖେଳାଳୀ ନିଜର…

ଡିସେମ୍ବର ୧୨ରୁ GPAI Summit 2023, ବ୍ଲଗ୍ ମାଧ୍ୟମରେ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଡିସେମ୍ବର ୧୨ରୁ ଭାରତରେ ଗ୍ଲୋବାଲ ପାର୍ଟନର୍ଶିପ ଅନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମିଟ୍‌(GPAI Summit ) ୨୦୨୩ ଆରମ୍ଭ ହେବାକୁ ଯାଉଛି । ଏହି ଶିଖର ସମ୍ମିଳନୀରେ ବିଶ୍ୱର କୋଣ ଅନୁକୋଣରୁ Tech enthusiast ଏବଂ…

ମୋଦୀ ସରକାରଙ୍କ ଏପରିି ନିଷ୍ପତ୍ତି ଉପରେ କ୍ଷୁବ୍ଧ ହେଲା ଏହି ଦେଶ, କହିଲା ଯୁଦ୍ଧ ପାଇଁ ଉସକାଉଛି ଭାରତ

ନୂଆଦିଲ୍ଲୀ: ଆଜରବାଇଜାନ୍ ରାଷ୍ଟ୍ରପତି ଇଲହାମ୍ ଅଲିୟେବ ଆର୍ମେନିଆକୁ ନେଇ ଭାରତ ଓ ଫ୍ରାନ୍ସ ଉପରେ କ୍ଷୁବ୍ଧ ହୋଇଛି । ଅଲିୟେବ ଭାରତ ଓ ଫ୍ରାନ୍ସକୁ ଟାର୍ଗେଟ୍ କରି କହିଛି ଆର୍ମେନିଆକୁ ଅସ୍ତ୍ର ଯୋଗାଉଥିବା ଦେଶ ନିଆଁରେ…

ଉର୍ଦ୍ଦୁ ଭାଷାର ବ୍ୟବହାରକୁ ନେଇ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର

ଉତ୍ତରପ୍ରଦେଶ ସରକାର ରେଜିଷ୍ଟ୍ରୀ ଡକ୍ୟୁମେଣ୍ଟ ଗୁଡ଼ିକରୁ ଉର୍ଦ୍ଦୁ- ଫାର୍ସୀ ଶବ୍ଦର ବ୍ୟବହାରକୁ ହଟାଇବା ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହା ପରିବର୍ତ୍ତେ ସରଳ ହିନ୍ଦୀ ଶବ୍ଦର ବ୍ୟବହାର କରିବାକୁ…

ସାଧାରଣ ଜନତାଙ୍କୁ ବେଶୀ ବାଧୁଛି ପିଆଜ ଓ ଚିନିର ବର୍ଦ୍ଧିତ ଦର, ସରକାର ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ଅଦିନିଆ ବର୍ଷା ଓ ଉତ୍ପାଦନ ହ୍ରାସ କାରଣରୁ ଏବେ ପିଆଜର ମୂଲ୍ୟ ଉଚ୍ଚା ରହିଛି । ପିଆଜର ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବେଶୀ ପ୍ରଭାବ ପକାଇଥାଏ । ସରକାର ଏହାକୁ ଲକ୍ଷ୍ୟ କରି ତତ୍କାଳ ପ୍ରଭାବରେ ଏକ ବଡ…

କୋଡ୍ ଦେଖାଇ ମନ୍ଦିରରେ କରିପାରିବେ ପ୍ରବେଶ, ବାଦ୍ ପଡ଼ିନାହାନ୍ତି ଭିଭିଆଇପି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ୨୦୨୪ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ…

ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ୩ ଗୁରୁତର

କଟକରେ ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ କଟକ ପିଠାପୁର ସ୍ଥିତ ତରଚାନ୍ଦପାଟଣାରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଲିକ ହୋଇ ହଠାତ ନିଆଁ…

ଭୁଲ ଦିଗରେ ଦର୍ପଣ ଲଗାଇବା ଆଣିପାରେ ଦାରିଦ୍ରତା, ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ୍‌…

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ବସ୍ତୁରେ ଶକ୍ତି(ଉର୍ଜା) ରହିଥାଏ । ଏହାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ଘରର ସଦସ୍ୟଙ୍କ ଉପରେ ବି ପଡ଼ିଥାଏ । ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ଜିନିଷ ରଖିବା ପାଇଁ ଏକ…