ଓଡ଼ିଶା ପାଇଁ କେମିତି ରହିବ ବାତ୍ୟା ‘ମିଗଜୋମ’ ର ପ୍ରଭାବ? ପ୍ରବଳ ବର୍ଷା ହେବା ନେଇ IMDର ସୂଚନା

ଭୁବନେଶ୍ୱର: ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’ । ବର୍ତ୍ତମାନ ସମୁଦ୍ର ମଧ୍ୟରେ ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ଆସୁଛି ଏହି ବାତ୍ୟା । ଏହା ପ୍ରଭାବରେ ଓଡ଼ିଶା ସମେତ ନିକଟସ୍ଥ ରାଜ୍ୟର କିଛି ଅଞ୍ଚଳରେ ବର୍ଷା…

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବେ ମୁଖ୍ୟମନ୍ତ୍ରୀ , ବିଜେପି ବୈଠକରେ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବହୁମତରେ ବିଜୟ ହାସଲ କରିଛି । ଏବେ ୩ ରାଜ୍ୟରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ଏ ନେଇ…

ଜ୍ୱାଳାମୁଖୀ ବିସ୍ଫୋରଣରେ ଚାଲିଗଲା ୧୧ ପର୍ବତାରୋହୀଙ୍କ ଜୀବନ, ବହୁ ପର୍ବତାରୋହୀ ନିଖୋଜ

ନୂଆଦିଲ୍ଲୀ:ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପୀ ଜ୍ୱାଳାମୁଖୀରେ ବିସ୍ଫୋରଣରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ବହୁ ପର୍ବତାରୋହୀ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ…

ପତ୍ରକୋବିରେ ଥିବା ଏହି କୀଟପୋକ ମସ୍ତିଷ୍କକୁ ଯାଇ ମୃତ୍ୟୁର କାରଣ ପାଲଟିପାରନ୍ତି, କ’ଣ କହୁଛନ୍ତି ଡାକ୍ତର ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଥଣ୍ଡାଦିନେ ଆମେ ସମସ୍ତେ ଅଧିକ ପତ୍ରକୋବି ଖାଇଥାଉ । ଏହି ପରିବାକୁ ଘରେ ଖାଦ୍ୟପେୟ ବ୍ୟତିତ ଜଙ୍କଫୁଡ୍‌ରେ ମଧ୍ୟ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଚାଉମିନ୍‌, ବର୍ଗର ସହିତ ବିଭିନ୍ନ ଫାଷ୍ଟଫୁଡ୍‌ରେ…

ବାତ୍ୟା ମିିଚୌଙ୍ଗ ଲାଗି ଜାରି ହେଲା ୧୪୪ ଧାରା, ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ଆଶ୍ୱାସନା

ନୂଆଦିଲ୍ଲୀ: ବାତ୍ୟା ମିଚୌଙ୍ଗର ପ୍ରଭାବ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଲାଣି । ତାମିଲନାଡୁ ରାଜଧାନୀ ଚେନ୍ନାଇ ଓ ଏହାର ଆଖପାଖ ଜିଲ୍ଲାରେ ସୋମବାର ଠାରୁ ଭୀଷଣ ବର୍ଷା ଲାଗି ରହିଛି । ଲଗାତର ବର୍ଷା କାରଣରୁ…

ମିଜୋରାମରେ ହେବ କ୍ଷମତାର ପରିବର୍ତ୍ତନ, MNF ନୁହେଁ ZPM ଗଢିବ ସରକାର !

ନୂଆଦିଲ୍ଲୀ: ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଆଜି ସାମ୍ନାକୁ ଆସିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଯେତିକି ଫଳାଫଳ ସାମ୍ନାକୁ ଆସିଛି ସେଥିରୁ ସ୍ପଷ୍ଟ ହୋଇଛି କି ଲାଲଦୁହୋମାଙ୍କ ନେତୃତ୍ୱରେ ଗଠିତ ଜୋରମ୍ ପିପୁଲ୍ସ…

ସଂସଦର ଶୀତକାଳୀନ ଅଧିବେଶନରେ ହଙ୍ଗାମା, ୧୨ଟା ପର୍ଯ୍ୟନ୍ତ ଗୃହ ସ୍ଥଗିତ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବା ପରେ ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ଏଥର ବେଶ୍ ଗରମ ରହିବ ।…

(Video) ମ୍ୟାଚ ଫିକ୍ସିଂ କରିଛନ୍ତି ଭାରତୀୟ ଖେଳାଳି! ଜାଣି ଜାଣି No Ball ପକାଇଲେ ଷ୍ଟାର ବୋଲର, ମିଳିବ ଦଣ୍ଡ

ନୂଆଦିଲ୍ଲୀ: ଭାରତୀୟ ବୋଲରଙ୍କୁ ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଟିମ ଇଣ୍ଡିଆର ବୋଲରଙ୍କୁ ନେଇ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି ୟୁଜର । ମ୍ୟାଚ ସମୟରେ ନୋ ବଲ ପକାଇବା ନେଇ ଏବେ ସୋସିଆଲ ମିଡିଆରେ ଟ୍ରୋଲ…

(Video) ସତ ହେବ ତ ମାଳିକା? ଏହି ମୃର୍ତ୍ତିରୁ ବାହାରିବ କଳକୀଙ୍କ ୧୨ ହାତ ଖଣ୍ଡା… ଖୋଲିବ କଳିଯୁଗର ଗୁପ୍ତ ରହସ୍ୟ

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନରେ ବର୍ଣ୍ଣିତ ହୋଇଥିବା ପ୍ରତ୍ୟେକ କଥା ଗୋଟି ଗୋଟି କରି ସତ ହେଉଥିବା ଦେଖାଯାଉଛି । ବହୁ ବର୍ଷ ପୂର୍ବରୁ କଳିଯୁଗ ଏବଂ ଏହାର ଶେଷ କାହାଣୀକୁ ନେଇ ମହାପୁରୁଷ ଅଚ୍ୟୁତାନନ୍ଦ…

(Video) ‘ଶୀଲା କି ଜୱାନୀ…’ର ନୂଆ Version… ଟ୍ରେନ ଭିତରେ Sexy Dance କଲେ ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦିଲ୍ଲୀ ମେଟ୍ରୋର ଅଜବ-ଗଜବ କାରନାମା ଅନେକ ସମୟରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ଅନେକ ସମୟରେ ଯୁବତୀମାନଙ୍କ ଡାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବ୍ୟାପି ଯାଇଥାଏ । କିନ୍ତୁ…