ଓପନିଂ ଡେ’ରେ କମାଲ କଲା ‘ଆନିମଲ୍‌’, ଜବାନ ଓ ଗଦର ୨କୁ ପଛରେ ପକାଇଦେଲା

ମୁମ୍ବାଇ: ରଣବୀର କପୁର ଷ୍ଟାରର ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଆନିମଲ୍ ସିନେମାଘରେ ରିଲିଜ୍ ହୋଇସାରିଛି । ଗତକାଲି ଅର୍ଥାତ୍ ୧ ଡିସେମ୍ବରରେ ଫିଲ୍ମ ରିଲିଜ୍ ହୋଇଛି ଓ ଏହାକୁ ଦର୍ଶକଙ୍କ ଜବରଦସ୍ତ ଭଲପାଇବା ମିଳିଛି ।…

ନ୍ୟୁଜିଲାଣ୍ଡକୁ ହରାଇ ଭାରତକୁ ଟପିିଲା ବାଙ୍ଗଲାଦେଶ, ପାକିସ୍ତାନ ଏବେ ବି ଶୀର୍ଷରେ

ନୂଆଦିଲ୍ଲୀ: ବାଙ୍ଗଲାଦେଶ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ହରାଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ବଡ ଧରଣର ପରିବର୍ତ୍ତନ କରିଦେଇଛି । ଏହି ବିଜୟର ପୁରସ୍କାର ଟିମ୍‌କୁ WTC ପଏଣ୍ଟ ଟେବୁଲରେ…

(video)ପାକିସ୍ତାନ ଖେଳାଳିଙ୍କୁ ସିଡନୀ ବିମାନ ବନ୍ଦରରେ ମିଳିଲା ବଡ ଅପମାନ, ବିମାନରୁ ଓହ୍ଲାଇ ଟ୍ରକରେ ଲଦିଲେ ନିଜ ଜିନିଷ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛନ୍ତି । ନୂଆ କ୍ୟାପଟେନ୍ ଶାନ ମସୁଦଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟିମ୍‌ର ସ୍ୱାଗତ ଏପରି ଭାବରେ…

ମାର୍କେଟକୁ ଆସୁଛି ନୂଆ ପ୍ରକାରର ଚିନି: ଖାଇଲେ ବଢିବନି କଲେଷ୍ଟ୍ରଲ-ବ୍ଲଡ ପ୍ରେସର

ଓଡ଼ିଶା ଭାସ୍କର: ଆମେ ଜାଣିଛେ ଅଧିକ ଚିନି ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ । କାରଣ ଶରୀରରେ ସୁଗାର ମାତ୍ରା ଅଧିକ ହେଲେ ଏହା ଭୟଙ୍କର ରୂପ ନେଇଥାଏ । ଯାହା ଭବିଷ୍ୟତରେ ଡାଇବେଟିସର ରୂପ ଧାରଣ କରି ମୃତ୍ୟୁ…

IND vs AUS T-20; ଚତୁର୍ଥ ମ୍ୟାଚ ସହ ସିରିଜ ହାତେଇଲା ଟିମ ଇଣ୍ଡିଆ: ୨୦ ରନରେ ମାତ୍ ଖାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଦୁର୍ବଳ ବ୍ୟାଟିଂ ପରେ ମଧ୍ୟ ଦମଦାର ବୋଲିଂ କରି ଅଷ୍ଟେଲିଆକୁ ଚକମା ଦେବାରେ ସଫଳ ହୋଇଛି ସୂର୍ଯ୍ୟବାହିନୀ । ଷ୍ଟାର ଅଲରାଉଣ୍ଡର…

ଟି-୨୦ କ୍ରିକେଟରେ ଋତୁରାଜଙ୍କ ନୂଆ କୀର୍ତ୍ତିମାନ: ପଛରେ ପଡ଼ିଲେ ମହାନ୍ ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦମଦାର ଫର୍ମରେ ରହିଛନ୍ତି ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ । ତୃତୀୟ ଟି-୨୦ ମ୍ୟାଚରେ ଶତକ ହାସଲ କରି ସେ ଆଗାମୀ ସୁପରଷ୍ଟାର ଭାବରେ ନିଜକୁ ପ୍ରମାଣ କରିଛନ୍ତି । ତେବେ…

ରାସ୍ତାରେ ଗାଈ ବାଛୁରୀକୁ କ୍ଷୀର ପିଆଉଥିବାର ଦେଖିବା କ’ଣ ସଂକେତ ଦିଏ

ହିନ୍ଦୁ ଧର୍ମରେ ଗାଈଙ୍କୁ ଗୋମାତା ଆଖ୍ୟା ଦିଆଯାଇ ପୂଜା କରାଯାଏ । ଗାଈ ଦେହରେ ସବୁ ଦେବୀ-ଦେବତା ବାସ କରନ୍ତି ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ବି ଗୋମାତାଙ୍କର ବିଶେଷ ସ୍ଥାନ ରହିଛି । କୁହାଯାଏ ରାସ୍ତାରେ…

କାହିଁକି ଦିନିକିଆ, ଟି-୨୦ରୁ ଦୂରେଇ ରହୁଛନ୍ତି ରୋହିତ-ବିରାଟ? ଉତ୍ତର ରଖିଲା BCCI

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିସାରିଛି । ଗୁରୁବାର ଦିଲ୍ଲୀରେ ହୋଇଥିବା ଚୟନକର୍ତ୍ତାଙ୍କ ବୈଠକ ପରେ ୩ଟି ଫର୍ମାଟ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । କିନ୍ତୁ ୩ଟି…

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ, ଜାଣନ୍ତୁ କେବେ ହେବ ଗଣତି

ନୂଆଦିଲ୍ଲୀ:ଭାରତର ନିର୍ବାଚନ କମିଶନ ଶୁକ୍ରବାର ମିଜୋରାମ ବିଧାନସଭା ନିର୍ବାଚନର ଭୋଟଗଣନା ତାରିଖ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଏହି ରାଜ୍ୟରେ ଡିସେମ୍ବର ୩ରେ ଭୋଟ ଗଣନା ହେବାକୁ ଥିବା ବେଳେ ଏବେ ଏହି ତାରିଖରେ…

NH-20ରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ-ଭ୍ୟାନ୍ ଧକ୍କାରେ ୮ ମୃତ, ୧୨ ଆହତ

ଆନନ୍ଦପୁର: ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦୁର୍ଘଟଣା ମାମଲା ସାମନାକୁ ଆସୁଛି । ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଯାଇଛି ଏଭଳି ଏକ…