ବିଶ୍ୱକପ ଫାଇନାଲ ମଝିରେ ଶାମୀଙ୍କ ମା’ ଅସୁସ୍ଥ: ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ଜାରି ରହିଛି ବିଶ୍ୱକପର ଫାଇନାଲ । ତେବେ ଏହି ମ୍ୟାଚ ମଝିରେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଅଚାନକ ମହମ୍ମଦ ଶାମୀଙ୍କ ମା’ଙ୍କ ଦେହ…

World Cup ଫାଇନାଲରେ ରିକି ପଣ୍ଟିଂଙ୍କୁ ପଛରେ ପକାଇଲେ ବିରାଟ: ଟାର୍ଗେଟରେ ମାଷ୍ଟର ବ୍ଲାଷ୍ଟର

ଅହମ୍ମଦାବାଦ: ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଦମଦାର ଆରମ୍ଭ ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ବ୍ୟକ୍ତିଗତ ୪୭ ରନରେ ରୋହିତ ଆଉଟ ହେବା ପରେ ଫେଲ ମାରିଛି ଟିମ…

କାଲି ଜାରି ହେବ ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷା ଲାଗି ଆଡମିଟ୍ କାର୍ଡ , ଏହିପରି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଲ’ ଏଣ୍ଟ୍ରାନ୍ସ ଟେଷ୍ଟ(AILET 2024) ଲାଗି ଆବେଦନ କରିଥିବା ପ୍ରାର୍ଥୀଙ୍କ ଲାଗି ଏକ ଜରୁରୀ ଖବର । ନ୍ୟାସନାଲ ଲ’ ୟୁନିଭରସିଟି ଦିଲ୍ଲୀ କାଲି ଅର୍ଥାତ୍ ୨୦ ନଭେମ୍ବର ୨୦୨୩ରେ ଅଲ୍ ଇଣ୍ଡିଆ ଲ’…

(Video) ବିଶ୍ୱକପ ଫାଇନାଲରେ ବିରାଟ କୋହଲିଙ୍କୁ ବଡ଼ ଉପହାର: ୨୦୧୧ ବିଶ୍ୱକପର ଜର୍ସି ଦେଲେ ସଚିନ୍

ଅହମ୍ମଦାବାଦ: ଅହମ୍ମଦାବାଦର ଐତିହାସିକ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ । ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ମହାମୁକାବିଲାରେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର…

(video)ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆକାଶରେ ‘ସୂର୍ଯ୍ୟକିରଣ’ ଟିମ୍ ଦେଖାଇଲେ ଚମତ୍କାର, ଦର୍ଶକ ସ୍ତବ୍ଧ

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ୨୦୨୩ ଫାଇନାଲ ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆକାଶରେ ଏପରି ପ୍ରଦର୍ଶନ…

(video)ଲୁଚାଇଲେ ବି ଲୁଚିଲାନି, ଖୋଲିଗଲା ବିରୁଷ୍କାଙ୍କ ରାଜ

ମୁମ୍ବାଇ: ଅନୁଷ୍କା ଶର୍ମା ଏବେ ନିଜର ଦ୍ୱିତୀୟ ପ୍ରେଗନାନ୍ସୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଅନୁଷ୍କା କି ତାଙ୍କ କ୍ରିକେଟର ପତି ବିରାଟ କୋହଲି ଏ ପର୍ଯ୍ୟନ୍ତ ଏହି ଦ୍ୱିତୀୟ ପ୍ରେଗନାନ୍ସୀ ବିଷୟରେ କୌଣସି…

ମର୍ଣ୍ଣିଂୱାକ୍ କରୁଥିବା ସମୟରେ ହୃଦଘାତରେ ଚାଲିଗଲା ନିର୍ଦ୍ଦେଶକଙ୍କ ଜୀବନ, ‘ଧୁମ୍‌’ ଓ ‘ଧୁମ୍ ୨’ ପରି ଫିଲ୍ମର ଦେଇଥିଲେ ନିର୍ଦ୍ଦେଶନା

ମୁମ୍ବାଇ: ଫିଲ୍ମ ଦୁନିଆରୁ ଏକ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଫିଲ୍ମ ‘ଧୁମ୍‌’ର ନିର୍ଦ୍ଦେଶକ ସଞ୍ଜୟ ଗଢବୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି । ମାତ୍ର ୫୭ ବର୍ଷ ବୟସରେ ସଞ୍ଜୟ ଗଢବୀ ଦୁନିଆ ଛାଡି ଚାଲିଯାଇଛନ୍ତି…

ଥଣ୍ଡା ବଢିବା ସହ ବଢୁଛି କରୋନା ମାମଲା, ଭାରତରେ କ’ଣ ରହିଛି ସ୍ଥିତି ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଦୀର୍ଘ ୨ ବର୍ଷରୁ ଅଧିକ ସମୟ କରୋନା ସହ ଲଢିବା ପରେ ସାରା ବିଶ୍ୱରେ ପରିସ୍ଥିତି ପୁନର୍ବାର ସ୍ୱଭାବିକ ହେବାକୁ ବସିଥିବା ବେଳେ ଏବେ ପୁଣି ଥଣ୍ଡା ବଢିବା ସହିତ କରୋନାର ବିପଦ ଘନେଇ ଆସିଲାଣି । ଗତ କିଛି…

ଛୁରୀରେ ଭାଇକୁ ଆକ୍ରମଣ କଲା ୫ ବର୍ଷର ଶିଶୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ନୂଆଦିଲ୍ଲୀ: ଆମେରିକା କାଲିଫର୍ଣ୍ଣିଆରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଏକ ୫ ବର୍ଷର ଶିଶୁ ନିଜ ଭାଇକୁ ହତ୍ୟା କରିଛି । ଆପଣ ଏହା କେବେ ବିଶ୍ୱାସ କରିପାରିବେ…

ସଡକ ଦୁର୍ଘଟଣାରେ ଚାଲିଗଲା ୫ ପୋଲିସକର୍ମୀଙ୍କ ଜୀବନ, ମୋଦୀଙ୍କ ନିର୍ବାଚନ ସଭାରେ ଥିଲା ଡ୍ୟୁଟି

ଜୟପୁର: ରାଜସ୍ଥାନ ଚୁରୁରେ ରବିବାର ସକାଳେ ଏକ ଭୀଷଣ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସମସ୍ତ ମୃତକ ପୋଲିସକର୍ମୀ ଥିଲେ । ଏହି ଦୁର୍ଘଟଣାରେ ୨ ଜଣ ଲୋକ ଗୁରୁତର ହୋଇଛନ୍ତି । ଜଣେ ବରିଷ୍ଠ ପୋଲିସ…