ନିର୍ବାଚନରେ ଜିତିବା ପାଇଁ ଚପଲରେ ପିଟା ଖାଇ ନେଲେ ଆଶୀର୍ବାଦ, ଭାଇରାଲ୍ ହେବାରେ ଲାଗିଛି ଭିଡିଓ
ନୂଆଦିଲ୍ଲୀ: ନିର୍ବାଚନରେ ବିଜୟ ହାସଲ ଲାଗି ନେତାମାନେ ସବୁ ପ୍ରକାରର ଉପାୟ ଆପଣାଉଛନ୍ତି । ଭୋଟଦାତାଙ୍କୁ ଆକୃଷ୍ଟ କରିବା ଲାଗି ଗୋଟିଏ ପରେ ଗୋଟିଏ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ ସମସ୍ତ ପ୍ରାର୍ଥୀ ବ୍ୟକ୍ତିଗତ…