ପ୍ରୟାଗରାଜରୁ ଆସିଲା ଅତ୍ୟନ୍ତ ଦୁଃଖଦ ଖବର, ଗାଧୋଇବାକୁ ଯାଇ ଏକ ସଙ୍ଗେ ଗଙ୍ଗାରେ ବୁଡିଗଲେ ୫ କିଶୋର
ପ୍ରୟାଗରାଜ: ଆଜି ଦ୍ୱିପ୍ରହର ସମୟରେ ପ୍ରୟାଗରାଜଠାରେ ଗଙ୍ଗାରେ ବୁଡି ୫ ଜଣ କିଶୋରଙ୍କର ଅକାଳରେ ବିୟୋଗ ଘଟିଛି । ଗଙ୍ଗାରେ ଗାଧୋଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…