ସୁପ୍ରିମକୋର୍ଟରେ ପ୍ରଥମ ଥର ଦିବ୍ୟାଙ୍ଗ ଓକିଲ ଲଢିଲେ କେସ୍, ଜାଣନ୍ତୁ ସାଂକେତିକ ଭାଷା କିପରି ବୁଝିଲେ ବିଚାରପତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପ୍ରଥମ ଥର କୌଣସି ମୂକ ବଧିର ଓକିଲ ସାଂକେତିକ ଦ୍ୱିଭାଷା ପ୍ରୟୋଗରେ କେସ୍ ଲଢିଛନ୍ତି । ଏହି ଘଟଣାରେ ଦେଶର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ପ୍ରଶଂସା ମାମଲାକୁ ଆହୁରି…