ଆଗକୁ କିପ୍ୟାଡ ମୋବାଇଲ ଫୋନରେ ମଧ୍ୟ କରିହେବ ୟୁପିଆଇ ପେମେଣ୍ଟ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଲେ ଆରବିଆଇ ଗଭର୍ଣ୍ଣର

ଇନ୍ଦୋର:ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଆଗକୁ ଫିଚର ଫୋନ୍ (କିପ୍ୟାଡ ମୋବାଇଲ ଫୋନ)ରେ ମଧ୍ୟ ୟୁପିଆଇ ପେମେଣ୍ଟ ସିଷ୍ଟମ ଅପରେଟ୍ କରିହେବ । ଏଥିପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି ।…

ଆଉ ନାହାନ୍ତି ଏହି ସୁପ୍ରସିଦ୍ଧ ତାମିଲ ଅଭିନେତା, ୬୬ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ:ଦକ୍ଷିଣ ଭାରତୀୟ ସିନେମା ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ତାମିଲ ସିନେମାର ସୁପ୍ରସିଦ୍ଧ ଅଭିନେତା ଆରଏସ୍ ଶିବାଜୀ ଶୁକ୍ରବାର (୨ ଡିସେମ୍ବର) ଦିନ ଚେନ୍ନାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।…

କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ବଡ ପରିବର୍ତ୍ତନ: ସିଇଓ ପଦରୁ ଇସ୍ତଫା ଦେଲେ ଉଦୟ କୋଟାକ, କ’ଣ ରହିବ ପ୍ରଭାବ ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ପ୍ରତିଷ୍ଠିତ ବ୍ୟାଙ୍କର ଉଦୟ କୋଟାକ ଘରୋଇ ସେକ୍ଟରର କୋଟାକ ମହିନ୍ଦ୍ରା ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କ କହିଛି…

ବ୍ୟାଙ୍କ ଲକର ସମ୍ବନ୍ଧିତ ଆରବିଆଇର ନୂଆ ନିୟମ, କୌଣସି କାରଣରୁ ଲକରରେ ରଖାଯାଇଥିବା ଆପଣଙ୍କ ବହୁମୂଲ୍ୟ ଜିନିଷ ପ୍ରତି କ୍ଷତି ପହଞ୍ଚିଲେ କିଏ…

ନୂଆଦିଲ୍ଲୀ: ଘରର ଟ୍ରେଜେରୀ ଠାରୁ ଅଧିକ ସୁରକ୍ଷିତ ବ୍ୟାଙ୍କ ଲକର ବୋଲି ଦେଶର ବହୁ ଲୋକ ମନେ କରିଥାନ୍ତି । କାରଣ ସେମାନେ ଭାବିଥାନ୍ତି ଏଠାରେ ସେମାନଙ୍କ ପଇସା, ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଧିକ ସୁରକ୍ଷିତ…

ଏଣିକି ଆଉ କରିପାରିବେ ନାହିଁ ଏକରୁ ଅଧିକ ବିବାହ, ବହୁବିବାହ ଉପରେ ପ୍ରତିବନ୍ଧ ଲଗାଇବାକୁ ୪୫ ଦିନ ମଧ୍ୟରେ ସରକାର ଆଣିବେ ଆଇନ

ନୂଆଦିଲ୍ଲୀ: ଆସାମ ସରକାର ବହୁ ବିବାହ(ଏକରୁ ଅଧିକ ବିବାହ) ଉପରେ ପ୍ରତିବନ୍ଧ ଲଗାଇବାକୁ ଖୁବ୍ ଶୀଘ୍ର ବିଧେୟକ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିସୱା ସରମା ଏ ବିଷୟରେ ସୂଚନା ଦେଇଛନ୍ତି ।…

ପଇସା ରୋଜଗାର କରିବାର ସ୍ମାର୍ଟ ଉପାୟ , ଭିଡିଓ ଦେଖି ଆପଣ ବି ଆପଣାଇ ପାରିବେ

ସୋସିଆଲ ମିଡିଆରେ ଏବେ ଏକ ଭିନ୍ନ ପ୍ରକାରର ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ସ୍ୱତନ୍ତ୍ର ପ୍ରକାରର କାର୍ଯ୍ୟ ସଂପନ୍ନ କରୁଥିବାର ଦେଖିବାକୁ ମିଳୁଛି । ଏହା ଏପରି ଏକ କାମ ଯାହା…

ଘରେ ଥିବା ଅଟା ଚକି ପରିବାର ଲାଗି ପାଲଟିଗଲା କାଳ, କରେଣ୍ଟ ଲାଗି ୨ ଶିଶୁ ସମେତ ୪ ଜଣ ମୃତ

ଜୟପୁର:ରାଜସ୍ତାନରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଏଠିକାର ବାଡମେର ଜିଲ୍ଲା ଶିବଥାନା କ୍ଷେତ୍ରରେ ଶୁକ୍ରବାର ରାତ୍ରୀରେ ଘରେ ଥିବା ଅଟା ଚକିରେ କରେଣ୍ଟ ଆସି ଦୁଇ ଜଣ ଶିଶୁଙ୍କ ସହିତ ୪ ଜଣଙ୍କର…

ଦିଲ୍ଲୀ ବାହାରକୁ ଯାଇପାରିବେନି ପ୍ରଶାସନିକ ଅଧିକାରୀ, କେନ୍ଦ୍ର ସରକାରଙ୍କ ଏପରି ଆଦେଶ ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନକୁ ନଜରରେ ରଖି ସମସ୍ତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀଙ୍କୁ ଦିଲ୍ଲୀରେ ହିଁ ରହିବାକୁ ଆଦେଶ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସମସ୍ତ…

ଅନଲାଇନ୍ ଠକାମୀର ନୂଆ ହତିଆର, ନକଲି ଚାଲାଣ ନାମରେ ଲୁଟ୍, ଭୁଲ୍ ରେ ବି କ୍ଲିକ କରନ୍ତୁନି ଏହି ଲିଙ୍କ

ନୂଆଦିଲ୍ଲୀ:ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାର ନୂଆ ଉପାୟ ଖୋଜି ବାହାର କରିଛନ୍ତି ଯେଉଁଥିରେ ସେମାନେ ଲୋକଙ୍କୁ ନକଲି ଚାଲାଣର ମେସେଜ୍ କରୁଛନ୍ତି । ଏହାପରେ ସେମାନେ ଲୋକଙ୍କ ପରିଶ୍ରମର ଫଳକୁ ଲୁଟୁଛନ୍ତି ।…

ବିବାହ ବୈଧ ନ ଥିଲେ ବି ଏହି ସଂପର୍କରୁ ଜନ୍ମିତ ସନ୍ତାନ ପିତାମାତାଙ୍କ ସଂପତ୍ତିରୁ ଅଧିକାର ପାଇବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ବୈଧ  ନ ଥିବା ବୈବାହିକ ସଂପର୍କରୁ ଜନ୍ମ ନେଇଥିବା ସନ୍ତାନ ସନ୍ତତି ମଧ୍ୟ ସେମାନଙ୍କ ପିତାମାତାଙ୍କ ସମ୍ପତ୍ତିିରେ…