ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି ଶନିଦେବ: ସାବଧାନ ନ ରହିଲେ, ଏହି ରାଶିଙ୍କ ଉପରେ ମାଡି ଆସିବ ବିପଦ
ଓଡିଶା ଭାସ୍କର: ଗ୍ରହମାନଙ୍କ ମଧ୍ୟରେ ଶନିଙ୍କୁ ବିଚାରପତି ଭାବରେ ବିବେଚନା କରାଯାଏ। କାରଣ କର୍ମଦୀପତୀ ଶନି କର୍ମକୁ ଶାସନ କରନ୍ତି। ଏହାର ଅର୍ଥ, ନିଜ କାର୍ୟ୍ୟ ଅନୁଯାୟୀ ଶନିଦେବ ଭଲ କିମ୍ବା ଖରାପ ଫଳାଫଳ ଦିଅନ୍ତି।…