ଶୋଇଥିବା ବେଳେ ସ୍ୱପ୍ନରେ ପ୍ରେମିକକୁ ଏହି ଅବସ୍ଥାରେ ଦେଖୁଛନ୍ତି କି? ଜାଣନ୍ତୁ, ଏହାର ଅର୍ଥ କ’ଣ

ସ୍ୱପ୍ନ ଶାସ୍ତ୍ର: ସ୍ୱପ୍ନ ଦେଖିବା ଅତ୍ୟନ୍ତ ସାଧାରଣ କଥା। ତେଣୁ ଶୋଇବା ସମୟରେ ଜଣେ ବ୍ୟକ୍ତି କୌଣସି ପ୍ରକାରର ବି ସ୍ୱପ୍ନ ଦେଖିବାକୁ ପାଇଥାଏ। ଯାହାର ଅର୍ଥ ବୁଝିବା ଭାରି କଷ୍ଟକର। ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ,…

ବିଜେପିର ବହୁ ସାଂସଦ ମାନେ ମୋତେ ଲୁଚି ଲୁଚି ଭେଟିଛନ୍ତି, ପ୍ରତିଷ୍ଠା ଦିବସରେ ରାହୁଲଙ୍କ ବୟାନ

ନୂଆଦିଲ୍ଲୀ: କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସରେ ମହାରାଷ୍ଟ୍ରର ନାଗପୁରରେ ପ୍ରସ୍ତୁତ ହମ ରାଲିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି। ଏହି ସମୟରେ ରାହୁଲ ବିଜେପିକୁ ଟାର୍ଗେଟ କରିବା ସହ ଏକ…

ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର: ଗୋଟିଏ ଦିନରେ ଓଡିଶା ପୋଲିସର ଡବଲ ଆକ୍ସନ

ଓଡିଶା ଭାସ୍କର; ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର। ସତ୍ୟବାଦୀ ସୁଆଣ୍ଡୋ ଗ୍ରାମ ସାଗରସ୍ନାନ ମେଲଣ ପଡିଆ ଠାରେ ସତ୍ୟବାଦୀ ଥାନା ପୋଲିସ କାଳୁକୁ ଏନକାଉଣ୍ଟର କରିଥିବା ଜଣାପଡିଛି। ତେବେ ପୋଲିସର ଗୁଳି କାଳୁର…

ପିଲାଙ୍କ ଉପରେ ଖରାପ ନଜର ପଡ଼ିଥିଲେ କ’ଣ କରିବେ? ପ୍ରତିକାର ଜାଣନ୍ତୁ…

ଓଡିଶା ଭାସ୍କର: ଦୁନିଆର ସବୁ ବାପାମାଆ ଚାହାନ୍ତି ଯେ, ସେମାନଙ୍କ ପିଲା ସବୁବେଳେ ସୁସ୍ଥ ସବଳ ରହୁ। ଏଥିପାଇଁ ସେମାନେ ନିଜ ପେଟକୁ ବି ନଖାଇ ତାଙ୍କ ପିଲାମାନଙ୍କୁ ଖାଦ୍ୟ ଖୁଆନ୍ତି। ଆଉ ମା' ମାନଙ୍କ କଥା ଯେତେ ବି…

୪ ଦିନ ଭିତରେ ଏହି କାମ ନ କଲେ ନୂଆ ବର୍ଷରୁ ବନ୍ଦ ହୋଇଯିବ ଆପଣଙ୍କ UPI ID

ନୂଆଦିଲ୍ଲୀ: ୨୦୨୩ ବର୍ଷ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ଅଛି। ଏହି ୪ ଦିନ ପରେ ନୂଆ ବର୍ଷ(୨୦୨୪) ଆରମ୍ଭ ହୋଇଯିବ। ତେବେ ଏହି ସମୟ ସୀମା ଭିତରେ ଆପଣଙ୍କୁ ଏକ ଡିଜିଟାଲ ଆର୍ଥିକ କାରବାର କରିବାକୁ ପଡିବ। ଯଦି ଆପଣ…

ଚା’ ମାଗିବାରୁ ସ୍ୱାମୀ ଆଖିକୁ ଫୁଟାଇ ଦେଲା ସ୍ତ୍ରୀ…

ନୂଆଦିଲ୍ଲୀ: ଚା' ମାଗିବାରୁ ସ୍ୱାମୀର ଆଖିକୁ କଇଁଚିରେ ଆକ୍ରମଣ କରି ଫୁଟାଇଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଘପାଟ ଜିଲ୍ଲାରେ । ତେବେ ଘଟଣା ପରେ ମହିଳା ଜଣଙ୍କ ଘଟଣା ସ୍ଥଳରୁ ପଳାୟନ…

ନୂଆ ବର୍ଷ ଆଗରୁ ପାହାଡ଼ରେ ଆସିଲା ପର୍ଯ୍ୟଟକଙ୍କ ବନ୍ୟା: ଏହି ସ୍ଥାନରେ ସମସ୍ତ ହୋଟେଲ ଏବଂ ଲଜ ହେଲା ହାଉସଫୁଲ

ନୂଆଦିଲ୍ଲୀ: ବଡ଼ଦିନ ଏବଂ ନୂଆବର୍ଷ ପାଇଁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ ପସନ୍ଦ କରିଥାନ୍ତି । ତେବେ ଅନେକ ଲୋକ ଏହି ସମୟରେ ହିଲ ଷ୍ଟେସନ ଯିବାକୁ ବେଶ ପସନ୍ଦ କରନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ…

Big Breaking: ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଘଟିଛି ଅଗ୍ନିକାଣ୍ଡ । ଏହା ଏକ ରିଫାଇନ ତେଲ ଫ୍ୟାକ୍ଟ୍ରି ବୋଲି ଜଣାପଡ଼ିଛି । ଏହି ତେଲ ଫ୍ୟାକ୍ଟ୍ରି ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅନ୍ତର୍ଗତ…

ବଢ଼ାଇବାକୁ ଚାହୁଁଛନ୍ତି ଚେହେରାର ଗ୍ଲୋ! ପ୍ରତିଦିନ କରନ୍ତୁ ଏହି ଉପାୟ, ମିଳିବ ଲାଭ

ପ୍ରତ୍ୟେକ ମହିଳା ନିଜ ଚେହେରାକୁ ସୁନ୍ଦର ଏବଂ ଉଜ୍ଜ୍ୱଳ କରିବାକୁ ଚାହିଁଥାନ୍ତି । ତେବେ ବର୍ତ୍ତମାନ ସମୟରେ ଅବ୍ୟବସ୍ଥିତ ଜୀବନଶୈଳୀ କାରଣରୁ ମହିଳାମାନେ ନିଜ ତ୍ୱଚାର ଉ ଜ୍ଜ୍ୱଳତା ହରାଉଥିବା ଦେଖିବାକୁ ମିଳୁଛି । ତେବେ…

କ୍ରିକେଟରରୁ ହେଲେ କନମ୍ୟାନ: ଋଷଭ ପନ୍ତଙ୍କୁ ୧.୬ କୋଟି ଟଙ୍କାର ଚୂନ ଲଗାଇଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତରେ କ୍ରିକେଟ ପାଇଁ ଲୋକମାନଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପାଗଳାମି ଦେଖିବାକୁ ମିଳିଥାଏ । ଏପରିକି ଅନେକ କ୍ରିକେଟରଙ୍କୁ ଲୋକମାନେ ସେମାନଙ୍କର ଆଇଡଲ ବୋଲି ମାନିଥାନ୍ତି । କିନ୍ତୁ ଯଦି ଜଣେ କ୍ରିକେଟର…