ମହିଳା SIଙ୍କୁ IICଙ୍କ ଦୁଷ୍କର୍ମ! ଖୋଦ ପୋଲିସ ବିଭାଗରେ ମୁଣ୍ଡ ଟେକିଲା ଏଭଳି ଏକ ସମ୍ବେଦନଶୀଳ ଘଟଣା
ଓଡ଼ିଶା ଭାସ୍କର: ଜଣେ ମହିଳା ଏସ୍ଆଇଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଖୋଦ ପୋଲିସ ବିଭାଗରେ ମୁଣ୍ଡ ଟେକିଛି। ତେବେ ଥାନାର ଆଇଆଇସି ତାଙ୍କୁ ଦୁଷ୍କର୍ମ କରିଥିବା…