ଖଡଗେ କିମ୍ବା ରାହୁଲ ଆସିଲେ କିଛି ପ୍ରଭାବ ନାହିଁ, ଫ୍ୟୁଜ ହୋଇଥିବା ବଲ ଜଳିବନି: ସାଂସଦ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି କଂଗ୍ରେସର ‘ଓଡ଼ିଶା ବଞ୍ଚାଅ’ ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଯୋଗ ଦେଇଥିଲେ। ତେବେ ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ…