ହସ୍ପିଟାଲ ଓ ନର୍ସିଂହୋମଗୁଡ଼ିକର ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ସମୟରେ ହସ୍ପିଟାଲଗୁଡିକରେ ବେଡ଼ ଓ ଅକ୍ସିଜେନର ସମସ୍ୟା ଦେଖା ଯାଉ ଥିବାବେଳେ କେତେକ ରାଜ୍ୟରେ ଡାକ୍ତରଖାନା ଓ ନର୍ସିଂହୋମରେ…