ମେ ୨୬ରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର, ୨୪ା୪ : ଆସନ୍ତା ୨୬ ତାରିଖ ପରଠାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ତେବେ ଆଜି ଏବଂ କାଲି ପାଗ ଶୁଖିଲା…

୩ କୋଟିର ଠକାମୀ ଅଭିଯୋଗରେ ଗିରଫ ହେଲେ ବ୍ୟବସାୟୀ

ଭୁବନେଶ୍ୱର, ୨୪/୦୪: କ୍ରାଇମ ବାଞ୍ଚର ଇଓଡବ୍ଲୁ ସାହିଲ ଏଣ୍ଟରପ୍ରାଇଜ ନାମକ ଏକ ସଂସ୍ଥାର ମାଲିକ ବିଷ୍ଣୁ ପ୍ରସାଦ ସାହୁଙ୍କୁ ୨୨ ଜଣ ନିବେଶକକାରୀଙ୍କଠାରୁ ୩ କୋଟି ଠକେଇ ଅଭିଯୋଗରେ ଗିରଫ କରିଛି । ଏନେଇ ଠକେଇର ଶିକାର…

ଆଇସିୟୁରେ ଦୟନୀୟ ଅବସ୍ଥାରେ ପଡିଛନ୍ତି ହେଲେ ପ୍ରକୃତି ଛାଡୁନାହାନ୍ତି, ଦେଖୁନାହାନ୍ତି ବେଡରେ ପଡି କି ହରକତ୍ କରୁଛନ୍ତି…….

ନୂଆଦିଲ୍ଲୀ, ୨୪ା୪ : କରୋନା ପାଇଁ ଦେଶବ୍ୟାପୀ ଲୋକ ହନ୍ତସନ୍ତ ହେଉଛନ୍ତି । ତା ଉପରେ ପୁଣି ଅକ୍ସିଜେନ୍ ମିଳୁନଥିବାରୁ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି । ପ୍ରତିଦିନ ହଜାର ସଂଖ୍ୟାରେ ଲୋକେ ଭୁତାଣୁକୁ ମାତ୍ ଦେଇ ନ…

ପୁଣି ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୪ା୪ (ଓଡିଶା ଭାସ୍କର): ପୁଣି ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ମୋଟ…

କରୋନା ଯୋଗୁ ଦେଶରେ ଅକ୍ସିଜେନର ଅଭାବ; ବିଦେଶରୁ ଆସିବ ଅକ୍ସିଜେନ୍ ଟ୍ୟାଙ୍କର

ନୂଆଦିଲ୍ଲୀ ୨୪ । ୪ (ଓଡିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିସ୍ଥଳେ…

ଏହି ସହରର ବ୍ୟବସାୟୀ ସଂଘ ଲାଗୁ କଲା ଲକଡାଉନ୍, ଏତିକି ଦିନ ବନ୍ଦ ରହିବ ସମସ୍ତ ବଜାର, ଜାଣନ୍ତୁ କେବେ

ନୂଆଦିଲ୍ଲୀ, ୨୪ା୪: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । ତେଣୁ ସାଂପ୍ରତିକି ସ୍ଥିତିରେ ଉପୁଜିଥିବା ସମସ୍ୟାକୁ ଦୂର କରିବା ପାଇଁ ଦିଲ୍ଲୀର ବ୍ୟବସାୟୀ ସଂଘ ପକ୍ଷରୁ ଲକଡାଉନ୍ ଘୋଷଣା…

ଗୁରୁ ରନ୍ଧାୱାଙ୍କ ସହ ମସ୍ତି କରୁଛନ୍ତି ଉର୍ବଶୀ, ଦେଖନ୍ତୁ ଭିଡିଓ

ମୁମ୍ବାଇ, ୨୪ା୪ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌଟେଲା ନିଜର ପ୍ରତିଟି ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଫ୍ୟାନ୍ସ ମାନଙ୍କ ପାଇଁ ସେ ସେୟାର କରନ୍ତି । ଏଥିସହିତ…

ଭକ୍ତଙ୍କ ଦର୍ଶନ ପାଇଁ ମେ’ ୧୫ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ୨୪ । ୪ (ଓଡିଶା ଭାସ୍କର) : ମେ’ ୧୫ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର । ଭକ୍ତମାନଙ୍କ ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିର ୧୫ ତାରିଖ ଯାଏ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।…

ଫ୍ୟାଟରୁ ଫିଟ୍ ହୋଇ ବଲିଉଡରେ ରାଜ୍ କରୁଛନ୍ତି ଏହି ସେଲେବ୍ ମାନେ, ଦେଖନ୍ତୁ ଫଟୋ

ମୁମ୍ବାଇ,୨୪ା୪ : ମୋଟା ହେବା ସାଧାରଣତଃ କାହାକୁ ବି ପସନ୍ଦ ନୁହେଁ । ତେଣୁ ଅଧିକାଂଶ ଯୁବପିଢ଼ି ସ୍ଲିମ୍ ରହିବାକୁ ପସନ୍ଦ କରନ୍ତି । ଆଉ ନିଜ ମନ ପସନ୍ଦର ଖାଇବା ଛାଡି ପତଳା ହେବାରେ ଲାଗିପଡନ୍ତି । ତେବେ ଏଥିରୁ ଆମ…

ପୁରୀରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମିଳିବନି ହୋଟେଲ!

ପୁରୀ, ୨୪/୦୪: ପଶ୍ଚିମ ବଙ୍ଗରେ କୋଭିଡ-୧୯ର ଟ୍ରିପଲ ମ୍ୟୁଣ୍ଟାଟ ଚିହ୍ନଟ ପରେ,ଏବେ ପୁରୀ ପ୍ରଶାସନ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିଛନ୍ତି । ଶନିବାର ପୁରୀର ସମସ୍ତ ହୋଟେଲ, ଲଜ ଏବଂ ଧର୍ମଶାଳାଗୁଡିକୁ…