ଟିକା ନେବା ପରେ କେତେଜଣ ହୋଇଛନ୍ତି କରୋନା ପଜିଟିଭ? ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉତ୍ତର

ନୂଆଦିଲ୍ଲୀ,୨୧ ।୪: କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପରେ ମାଡିଚାଲିଛିି । ଦେଶର ୧୪୬ଟି ଜିଲ୍ଲା ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି । ଏହି…

ହ୍ୱାଟସଆପ ଏବଂ ଫେସବୁକରେ ତଥ୍ୟ ଗୋପନୀୟତା ନେଇ ହୋଇଥିବା ଯାଚିକା ଉପରେ କାଲି ଆସିପାରେ ଦିଲ୍ଲୀ ହାଇକୋର୍ଟଙ୍କ ଫଇସଲା

ନୂଆ ଦିଲ୍ଲୀ,୨୧/୦୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ହ୍ୱାଟସଆପ କରିଥିବା ନିବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୨୨ ରେ ଫଇସଲା ଶୁଣାଇପାରନ୍ତି । ସୋସିଆଲ ମିଡିଆ କଂପାନୀମାନେ ଏକ ଯାଚିକା ମାଧ୍ୟମରେ ଭାରତୀୟ…

ତାତୁଛି ଓଡିଶା! ୪୦ ଡିଗ୍ରୀ ଉପରେ ରାଜ୍ୟର ୬ ସହର

ଭୁବନେଶ୍ୱର,୨୧ ।୪(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ୪୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ବୌଦ୍ଧ । ସେହିପରି…

ଅକ୍ସିଜେନ୍ ଟାଙ୍କି ଲିକ୍ ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା ସାହାଯ୍ୟ ରାଶି ଘୋଷଣା

ମହାରାଷ୍ଟ୍ର ୨୧ ।୪ (ଓଡିଶା ଭାସ୍କର) : ନାସିକ୍ ହସ୍ପିଟାଲରେ ହୋଇଥିବା ଅକ୍ସିଜେନ୍ ଲିକ୍ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ଏଥିରେ ପ୍ରାଣ…

ଚିନ୍ତା ବଢ଼ାଉଛି କରୋନା: ଭୁବନେଶ୍ୱରରୁ ଆଜି ପୁଣି ୪୭୬ ପଜିଟିଭ ଚିହ୍ନଟ,୧୪୦ ସୁସ୍ଥ

ଭୁବନେଶ୍ୱର,୨୧।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୪୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

ବନ୍ଦ ହେବ ଏମ୍ସ ଓପିଡି ସେବା

ଭୁବନେଶ୍ୱର, ୨୧ ।୪ (ଓଡିଶା ଭାସ୍କର) : ଏପ୍ରିଲ୍ ୨୫ ତାରିଖରୁ ଏମ୍ସ ଓପିଡି ସେବା ବନ୍ଦ ହେବ । ସହରରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ କାରଣରୁ ଓପିଡି ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବ । କେବଳ…

ଭାରତରେ ଲଞ୍ଚ ହେଲା Bajaj Pulsar NS 125

ନୂଆ ଦିଲ୍ଲୀ,୨୧/୪ (ଓଡିଶା ଭାସ୍କର): ଦେଶର ପ୍ରସିଦ୍ଧ ଟୁ ହ୍ୱିଲର ନିର୍ମାତା କଂପାନୀ ବଜାଜ ଭାରତରେ ଏହାର ନୂତନ Bajaj Pulsar NS 125କୁ ଲଞ୍ଚ କରିଛି । କଂପାନୀ  NS ରେଞ୍ଜ କୁ ଯୁବ ବର୍ଗଙ୍କୁ ଧ୍ୟାନରେ ରଖି ତିଆରି…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ କରୋନା ପଜିଟିଭ ଚିହ୍ନଟ୍

ନୂଆଦିଲ୍ଲୀ ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି । ଏହାର ପ୍ରଭାବରେ ଦେଶର ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ…

କରୋନା ପ୍ରସଙ୍ଗରେ ଦେଶର ୩ ବରିଷ୍ଠ ଡାକ୍ତରଙ୍କ ପ୍ରେସମିଟ୍, ପଢ଼ନ୍ତୁ କଣ କହିଲେ

ନୂଆଦିଲ୍ଲୀ, ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସ୍ଥିତି ନେଇ ଆଜି ୩ ଖ୍ୟାତାନାମା ଡାକ୍ତର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେମାନେ ହେଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ…