କରୋନରେ ବଦଳିଲା ‘ଇଣ୍ଡିଆନ୍ ଆଇଡଲ୍’ର ରୂପ: ପିପିିଇ କଟ୍ ପିନ୍ଧି ଅଭ୍ୟାସ କଲେ ପ୍ରତିଯୋଗୀ
ମୁମ୍ବାଇ ୨୭ ।୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା…