ଆଜିଠୁ ବନ୍ଦ ହେଲା ବାବା ଆଖଣ୍ଡଳମଣିଙ୍କ ଦର୍ଶନ

ଭଦ୍ରକ ୧୫ ।୪(ଓଡିଶା ଭାସ୍କର) : ବାବା ଆଖଣ୍ଡଳମଣିଙ୍କ ସାଧାରଣ ଦର୍ଶନକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ମନ୍ଦିିରର ଜଣେ  ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।…

ଖେଳ ହେଲା କାଳ: କାର୍ ଭିତରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୩ ଶିଶୁଙ୍କ ଜୀବନ

ରାଜସ୍ଥାନ, ୧୫/୪ (ଓଡିଶା ଭାସ୍କର): ରାଜସ୍ଥାନର ଭରତପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁ ଖେଳୁ କାର୍ ରେ ବନ୍ଦ ହୋଇଯାଇଥିଲେ ତିନି ଜଣ ଶିଶୁ । ଏହାପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ତିନୋଟି ଯାକ ଶିଶୁଙ୍କ ଜୀବନ ।…

ଆରପାରିରେ ପଶ୍ଚିମବଙ୍ଗ କଂଗ୍ରେସ ପ୍ରାର୍ଥୀ ରିଜାଉଲ୍ ହକ୍

ପଶ୍ଚିମବଙ୍ଗ, ୧୫/୪ (ଓଡିଶା ଭାସ୍କର): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭିତରେ ଏକ ନିରାଶଜନକ ଖବର ଆସିଛି । ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କର ଆଜି କରୋନାରେ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ମୁର୍ସିଦାବାଦ୍…

କେନ୍ଦ୍ରର ନୂଆ ନିୟମ: BIS ଲାଇସେନ୍ସ ପ୍ରମାଣପତ୍ର ଏବଂ ନବୀକରଣରେ ମିଳିବ ୫୦ % ରିହାତି

କେନ୍ଦ୍ର ସରକାର ଲଘୁ ଉଦ୍ୟୋଗ, ଷ୍ଟାର୍ଟ ଅପ ଏବଂ ମହିଳା ଉଦ୍ୟମୀଙ୍କ ପାଇଁ ନୂତନ BIS ଲାଇସେନ୍ସ ଏବଂ ସାର୍ଟିଫିକେଟର ବାର୍ଷିକ ନବୀକରଣ ଶୁଳ୍କରେ ୫୦ ପ୍ରତିଶତ ଛାଡ କରିଛନ୍ତି । ଏହି ସେବା ଏବେ ମାଗଣାରେ ମିଳିବ, ଏବଂ…

7040mAh ବ୍ୟାଟେରୀ ଏବଂ 64 GB ଷ୍ଟୋରେଜ ସହ ଲଞ୍ଚ ହେଲା Samsung Galaxy Tab A7

Samsung ଭାରତୀୟ ବଜାରରେ ଏହାର ନୂତନ ଟ୍ୟାବଲେଟ ଲଞ୍ଚ କରିଛି ଯାହାର ନାଁ ରହିଛି Samsung Galaxy Tab A7 ଏଥିରେ 10.4 inch ର TFT Display ଏବଂ 7040mAh ର ବ୍ୟାଟେରୀ ରହିଛି । ଏଥିରେ 64 GB ର Internal…

ରାଶିଫଳ (ଗୁରୁବାର ,୧୫ ଅପ୍ରିଲ .୨୦୨୧)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…

ସଉକ ପାଇଁ କିଣିଲେ ବିଏମଡବ୍ଲ୍ୟୁ, ପେଟ୍ରୋଲ ପାଇଁ ଅର୍ଥ ନଥିବାରୁ କଲେ କୁକୁଡ଼ା ଓ ବତକ ଚୋରି

ଏ ଦୁନିଆଁର ପ୍ରତ୍ୟେକ ମଣିଷ ନିଜ ନିଜ ଇଚ୍ଛାରେ ଜୀବନ ବିତାଇବାକୁ ଚାହାନ୍ତି । କିଛି ଲୋକ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଅୟସରେ କାଟିଥାନ୍ତି । ମାତ୍ର ଏହି ଅୟସ ବେଳେବେଳେ ସେମାନଙ୍କ ପାଇଁ କାଳ ସାଜିଥାଏ । ବେଜିଂର…

ମହିଳା ବନିଲେ ‘ଅନଲାଇନ୍ ଭିକାରି’, ରୋଜଗାର କଲେ ୧୭ ଦିନରେ ୪୦ ଲକ୍ଷ

ଆଜିର ସମାଜରେ କମ ସମୟରେ ଅଧିକ ଅର୍ଥ ରୋଜଗାର କରିବା ପାଇଁ ସମସ୍ତେ ଚାହୁଁଛନ୍ତି । ତେଣୁ ଟଙ୍କା ପାଇଁ ମଣିଷ ଯେ କୌଣସି ସ୍ତରକୁ ମଧ୍ୟ ଯିବାକୁ ପଛାଉ ନାହିଁ । ଦୁବାଇର ଜଣେ ମହିଳା ଟଙ୍କା ରୋଜଗାର କରିବା ପାଇଁ ଏପରି…